ଜାରି ହେଲା ଉପନିର୍ବାଚନ ବିଜ୍ଞପ୍ତି, ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଜିଲା ଉପନିର୍ବାଚନ ବିଗୁଲ୍। ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ନିର୍ବାଚନ କମିଶନର ଆଜି ବିଜ୍ଞପ୍ତି ଜାରି କରିଛନ୍ତି। ନଭେମ୍ବର ୩ ତାରିଖରେ ହେବାକୁଥିବା ଭୋଟ୍ ଗ୍ରହଣ ପାଇଁ ଆଜିଠୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ୧୬ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହେବ। ପ୍ରାର୍ଥିପତ୍ର ଦାଖଲ ପୂର୍ବାହ୍ନ ୧୧ରୁ ଅପରାହ୍ଣ ୩ଟା ଭିତରେ କରାଯିବା ନେଇ କହିଛନ୍ତି ନିର୍ବାଚନ କମିଶନର। ଆସନ୍ତା ୧୭ରେ ପ୍ରାର୍ଥିପତ୍ର ଯାଞ୍ଚ […]

election

election

Ranjit Kumar Jena
  • Published: Friday, 09 October 2020
  • Updated: 09 October 2020, 11:21 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଜିଲା ଉପନିର୍ବାଚନ ବିଗୁଲ୍। ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ନିର୍ବାଚନ କମିଶନର ଆଜି ବିଜ୍ଞପ୍ତି ଜାରି କରିଛନ୍ତି। ନଭେମ୍ବର ୩ ତାରିଖରେ ହେବାକୁଥିବା ଭୋଟ୍ ଗ୍ରହଣ ପାଇଁ ଆଜିଠୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ୧୬ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହେବ।

ପ୍ରାର୍ଥିପତ୍ର ଦାଖଲ ପୂର୍ବାହ୍ନ ୧୧ରୁ ଅପରାହ୍ଣ ୩ଟା ଭିତରେ କରାଯିବା ନେଇ କହିଛନ୍ତି ନିର୍ବାଚନ କମିଶନର। ଆସନ୍ତା ୧୭ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ଏବଂ ୧୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ। ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ୍ ଗ୍ରହଣ ହେବାକୁଥିବା ବେଳେ ୧୦ରେ ଭୋଟ୍ ଗଣତି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story