୨୧ରେ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିଶୁ ଅପହରଣ, ମହିଳା ନିର୍ଯାତନା, ଅପରାଧ ଲଗାତର ବୃଦ୍ଧି ପାଉଛି। ଏସବୁ ମାମଲାକୁ ନେଇ ଆସନ୍ତା ୨୧ ତାରିଖରେ କଂଗ୍ରେସ ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ। ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କଂଗ୍ରେସ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପ୍ରତିବାରେ ବିକ୍ଷୋଭ କରାଯିବ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଓଡିଶା ଭଳି ଶାନ୍ତି ପ୍ରିୟ ରାଜ୍ୟରେ ଶିଶୁ ଅପହରଣ, ମହିଳା ର୍ନିର୍ଯାତନା, ଅପରାଧ […]

niranjan

niranjan

Ranjit Kumar Jena
  • Published: Friday, 18 December 2020
  • Updated: 18 December 2020, 03:34 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିଶୁ ଅପହରଣ, ମହିଳା ନିର୍ଯାତନା, ଅପରାଧ ଲଗାତର ବୃଦ୍ଧି ପାଉଛି। ଏସବୁ ମାମଲାକୁ ନେଇ ଆସନ୍ତା ୨୧ ତାରିଖରେ କଂଗ୍ରେସ ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ। ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କଂଗ୍ରେସ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପ୍ରତିବାରେ ବିକ୍ଷୋଭ କରାଯିବ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଓଡିଶା ଭଳି ଶାନ୍ତି ପ୍ରିୟ ରାଜ୍ୟରେ ଶିଶୁ ଅପହରଣ, ମହିଳା ର୍ନିର୍ଯାତନା, ଅପରାଧ ବଢିଚାଲିଛି। ଯାହା ଆମ ରାଜ୍ୟ ପାଇଁ ଲଜ୍ଜା ଓ ଦୁଃଖଦ ଘଟଣା। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଅପହରଣରେ ଝିଅଙ୍କ ସଂଖ୍ୟା ଅଧିକ ବୋଲି ସେ କହିଛନ୍ତି।

ଅପରାଧ କମାଇବା ପାଇଁ କିମ୍ବା ଅପହୃତଙ୍କୁ ଉଦ୍ଧାର ପାଇଁ ସରକାର ପଦକ୍ଷେପ ନେଉ ନାହାନ୍ତି। ଏଠି ନା ଶିଶୁ ନା ମହିଳା ନା ସାଧାରଣ ଲୋକ କେହି ବି ସୁରକ୍ଷିତ ନଥିବା ନିରଞ୍ଜନ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ବିକ୍ଷୋଭ କରାଯିବ ବୋଲି ପିସିସି ସଭାପତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story