ଓଡ଼ିଶାରେ ବଢ଼ିବ କି ବିଜୁଳି ଦର?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଢ଼ିପାରେ ବିଦ୍ୟୁତ ଦର। ବିଦ୍ୟୁତ ନିୟାମକ ଆୟୋଗ (OERC)ରେ ଆଜିଠୁ ଆରମ୍ଭ ହୋଇଥିବା ଶୁଣାଣିରୁ ଏଭଳି କିଛି ଆଭାସ ମିଳିଛି। ଆଜି ପ୍ରଥମ ଦିନରେ ଓଇଆର୍‌ସି ନିଜର ଯୁକ୍ତି ଉପସ୍ଥାପନ କରିବା ସହ ସମସ୍ତ ଆନୁସଙ୍ଗିକ ଖର୍ଚ୍ଚ ବୃଦ୍ଧି ଘଟୁଥିବାରୁ ୟୁନିଟ୍‌ ପିଛା ବିଦ୍ୟୁତ ଦେୟର ମଧ୍ୟ ବୃଦ୍ଧି ହେବା ଆବଶ୍ୟ ବୋଲି କହିଛି। ତା’ସହ ୨୦୨୦-୨୧ ଆର୍ଥିକ ବର୍ଷରେ ୟୁନିଟ୍ ପିଛା ୯୫.୮୦ ପଇସା ଧାର୍ଯ୍ୟ କରିବାକୁ […]

Manoranjan Sial
  • Published: Monday, 03 February 2020
  • Updated: 03 February 2020, 05:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଢ଼ିପାରେ ବିଦ୍ୟୁତ ଦର। ବିଦ୍ୟୁତ ନିୟାମକ ଆୟୋଗ (OERC)ରେ ଆଜିଠୁ ଆରମ୍ଭ ହୋଇଥିବା ଶୁଣାଣିରୁ ଏଭଳି କିଛି ଆଭାସ ମିଳିଛି। ଆଜି ପ୍ରଥମ ଦିନରେ ଓଇଆର୍‌ସି ନିଜର ଯୁକ୍ତି ଉପସ୍ଥାପନ କରିବା ସହ ସମସ୍ତ ଆନୁସଙ୍ଗିକ ଖର୍ଚ୍ଚ ବୃଦ୍ଧି ଘଟୁଥିବାରୁ ୟୁନିଟ୍‌ ପିଛା ବିଦ୍ୟୁତ ଦେୟର ମଧ୍ୟ ବୃଦ୍ଧି ହେବା ଆବଶ୍ୟ ବୋଲି କହିଛି। ତା’ସହ ୨୦୨୦-୨୧ ଆର୍ଥିକ ବର୍ଷରେ ୟୁନିଟ୍ ପିଛା ୯୫.୮୦ ପଇସା ଧାର୍ଯ୍ୟ କରିବାକୁ ଶୁଣାଣିରେ ଦାବି ଉଠାଇଛି ଓଇଆର୍‌ସି। ସାଧାରଣ ନିର୍ବାଚନ ସହ ବିଭିନ୍ନ କାରଣରୁ ଗତ ଦୁଇ ବର୍ଷ ହେଲା ବିଦ୍ୟୁତ ଦର ବଢ଼ାଇନଥିଲା ଓଇଆର୍‌ସି। ତେବେ ଏଥର ସମସ୍ତ ବିଜୁଳି ଉତ୍ପାଦନକାରୀ ଓ ଆବଣ୍ଟନ କମ୍ପାନୀ ଦେୟବୃଦ୍ଧି ସପକ୍ଷରେ ଯୁକ୍ତି ରଖିବାର ସମ୍ଭାବନା ଥିବାରୁ ଉପଭୋକ୍ତାଙ୍କୁ ବିଜୁଳି ବୋଝ ମୁଣ୍ଡାଇବାକୁ ପଡ଼ିପାରେ।

ଆଜିଠୁ ଆରମ୍ଭ ହୋଇଥିବା ଶୁଣାଣି ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଥର ପାଇଁ ଓଇଆର୍‌ସି ମୁଖ୍ୟ ଅଫିସ ବାହାରେ ୩ଟି ସ୍ଥାନ ଯଥା ବାଲେଶ୍ୱରରେ ନେସ୍କୋ, ସମ୍ବଲପୁରରେ ୱେସ୍କୋ ଓ କୋରାପୁଟରେ ସାଉଥ୍ କୋର ଶୁଣାଣି ହେବ। ଓଇଆର୍‌ସି ନିଜର ପକ୍ଷ ରଖିସାରିଥିବା ବେଳେ ଓପିଜିସି, ଓପିଟିସିଏଲ୍, ଗ୍ରୀଡ୍‌କୋ ଓ ଡିସ୍କମ୍‌ ନିଜ ନିଜ ପକ୍ଷ ରଖିବେ। ଏହାପରେ ୨୬ ତାରିଖରେ ରାଜ୍ୟ ଉପଦେଷ୍ଟା କମିଟି ବୈଠକ ବସିବ ଓ ମାର୍ଚ୍ଚ ତୃତୀୟ ସପ୍ତାହ ସୁଦ୍ଧା ଦେୟ ବୃଦ୍ଧି ନେଇ ନୀତିଗତ ନିଷ୍ପତ୍ତି ନେବ ଓଇଆର୍‌ସି। ଶେଷଥର ପାଇଁ ଗତ ୨୦୧୭ରେ ୟୁନିଟ୍ ପିଛା ୧୦ ପଇସା ଦର ବଢ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story