ଓଡ଼ିଶାରେ କେଉଁ ସାମଗ୍ରୀ ଉପରେ ଲାଗିବନି ଜିଏସ୍‌ଟି; ୧୪୯ଟି ଦ୍ରବ୍ୟର ତାଲିକା ଦେଲେ ସରକାର

ଭୁବନେଶ୍ୱର: ଆଜିଠାରୁ ସମଗ୍ର ଦେଶରେ ଜିଏସ୍‌ଟି ଲାଗୁ ହେଲା। ଗତକାଲି ବିଳମ୍ୱିତ ରାତିରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏହି ସେବାକୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପଣ କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଛନ୍ତି। GST ଛାଡ଼ ନେଇ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ୧୪୯ଟି ସାମଗ୍ରୀ ଉପରୁ ଆଜି ରାଜ୍ୟ ସରକାର ଜିଏସ୍‌ଟି ଛାଡ଼ କରିଛନ୍ତି। ଖିର, ଦହି, ଛେନା, ପନିର, […]

grosary-services

grosary-services

Rakesh Mallick
  • Published: Saturday, 01 July 2017
  • Updated: 01 July 2017, 07:20 PM IST

Sports

Latest News

ଭୁବନେଶ୍ୱର: ଆଜିଠାରୁ ସମଗ୍ର ଦେଶରେ ଜିଏସ୍‌ଟି ଲାଗୁ ହେଲା। ଗତକାଲି ବିଳମ୍ୱିତ ରାତିରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏହି ସେବାକୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପଣ କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଛନ୍ତି।

GST ଛାଡ଼ ନେଇ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ୧୪୯ଟି ସାମଗ୍ରୀ ଉପରୁ ଆଜି ରାଜ୍ୟ ସରକାର ଜିଏସ୍‌ଟି ଛାଡ଼ କରିଛନ୍ତି। ଖିର, ଦହି, ଛେନା, ପନିର, ଅଣ୍ଡା, ମହୁ, ଆଳୁ, ଟମାଟୋ, ପିଆଜ, ରସୁଣ, ବନ୍ଧା କୋବି, ମୂଳା, କାକୁଡ଼ି, ପନିପରିବା, ନଡିଆ, କଦଳୀ, ସପୁରୀ, ପିଜୁଳି, ଆମ୍ବ, ସୋରିଷ, ବାଦାମ, ତାଳ ତେଲ, ପାନପତ୍ର, ଗୁଡ଼, ମୁଢ଼ି, ଚୁଡ଼ା, ଖଇ, ଉଖୁଡ଼ା, ପ୍ରସାଦ, ପାମ୍ପଡ଼, ପାଉଁରୁଟି, ଗର୍ଭ ନିରୋଧକ, ଖବର କାଗଜ, ମାଗାଜିନ୍, କଲର୍ ବୁକ୍, ଖଦୀ, ଗାନ୍ଧୀ ଟୋପି, ଜାତୀୟ ପତାକା, ମାଟି ପାତ୍ର GST ମୁକ୍ତ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story