ଲର୍ଣ୍ଣର ଲାଇସେନ୍ସଧାରୀଙ୍କୁ ମିଳିଲା ଅଧିକ ସମୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ପାଇଁ ଖୁସିଖବର । ଡିଏଲ ଆବେଦନ କରିବା ପାଇଁ ଲର୍ଣ୍ଣର ଲଇସେନ୍ସଧାରୀଙ୍କ ଲାଗି ବଢ଼ିଲା ସମୟ ସୀମା । ଓଡ଼ିଶା ସରକାର ୨୦୨୧ ମାର୍ଚ୍ଚ ୩୧ ଯାଏଁ ଏହାକୁ ବଢ଼ାଇଛନ୍ତି । ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । STA extends the validity of Learner’s Licence to 31.3.2021 in order to facilitate them to apply for DL. […]

extend-licence

extend-licence

Madhupriya Mistry
  • Published: Sunday, 27 December 2020
  • Updated: 27 December 2020, 01:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ପାଇଁ ଖୁସିଖବର । ଡିଏଲ ଆବେଦନ କରିବା ପାଇଁ ଲର୍ଣ୍ଣର ଲଇସେନ୍ସଧାରୀଙ୍କ ଲାଗି ବଢ଼ିଲା ସମୟ ସୀମା । ଓଡ଼ିଶା ସରକାର ୨୦୨୧ ମାର୍ଚ୍ଚ ୩୧ ଯାଏଁ ଏହାକୁ ବଢ଼ାଇଛନ୍ତି । ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।


ଏସଟିଏ ଦେଇଥିବା ସୂଚନା ଅନୁଯାୟୀ, ଯେଉଁ ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ସମୟ ସୀମା ଡିସେମ୍ବର ୩୧,  ୨୦୨୦ରେ ଭିତରେ ସରୁଛି, ସେମାନେ ଏହାକୁ ଆସନ୍ତ ବର୍ଷ ଯାଏଁ ବ୍ୟବହାର କରିପାରିବେ । ଏହା ୨୦୨୧ ମାର୍ଚ୍ଚ ୩୧ ଯାଏଁ ବୈଧ ରହିବ । ଏହି ସମୟ ମଧ୍ୟରେ ସେମାନେ ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିପାରିବେ । କରୋନା ମହାମାରୀକୁ ଦେଖି ସରକାର ନୂଆ ଗାଡି ଚାଳକଙ୍କ ପାଇଁ ଏହି ନୂଆ ସୁବିଧା କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos