ପଞ୍ଚାୟତ ନିର୍ବାଚନ ପୂର୍ବରୁ ଥୋପ, ଘରେ ଘରେ ଦିଆଯିବ ସ୍ମାର୍ଟ ହେଲ୍‌ଥ କାର୍ଡ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଏହି ଯୋଜନା ବହୁତ ଭଲ କହି ରାଜ୍ୟ ସରକାର କେନ୍ଦ୍ରର ଆୟୁଷ୍ମାନ ଭାରତକୁ ରାଜ୍ୟରେ ଲାଗୁ କଲେନାହିଁ। ଏପରି ସ୍ଥିତିରେ ହଠାତ୍‌ କାହିଁକି ରାଜ୍ୟରେ ସ୍ମାର୍ଟ ହେଲ୍‌ଥ କାର୍ଡ ଲାଗୁ କରିବାକୁ ଯାଉଛନ୍ତି ସରକାର? ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଭୋଟ୍‌ ହାତେଇବା ପାଇଁ ଏହା ରାଜ୍ୟ ସରକାରଙ୍କ ଥୋପ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ୨୦୧୮ […]

smart-health-card

smart-health-card

Manoranjan Sial
  • Published: Thursday, 05 August 2021
  • Updated: 05 August 2021, 08:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଏହି ଯୋଜନା ବହୁତ ଭଲ କହି ରାଜ୍ୟ ସରକାର କେନ୍ଦ୍ରର ଆୟୁଷ୍ମାନ ଭାରତକୁ ରାଜ୍ୟରେ ଲାଗୁ କଲେନାହିଁ। ଏପରି ସ୍ଥିତିରେ ହଠାତ୍‌ କାହିଁକି ରାଜ୍ୟରେ ସ୍ମାର୍ଟ ହେଲ୍‌ଥ କାର୍ଡ ଲାଗୁ କରିବାକୁ ଯାଉଛନ୍ତି ସରକାର? ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଭୋଟ୍‌ ହାତେଇବା ପାଇଁ ଏହା ରାଜ୍ୟ ସରକାରଙ୍କ ଥୋପ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

୨୦୧୮ ଅଗଷ୍ଟ ୧୫ ତାରିଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ପରେ ଏଥିରେ ସଂଶାଧନ କରି ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ଲାଗି ୧୦ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସହାୟତା ଘୋଷଣା କରିଥିଲେ ସରକାର। ଏଥିପାଇଁ ବହୁ ପ୍ରଚାର ପ୍ରସାର କରାଗଲା। ହେଲେ ଏହି ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ। ଯେଉଁ କେତେ ଜଣଙ୍କ ପାଖରେ ଏହି ଯୋଜନା ପହଞ୍ଚିଛି, ତାହା ସେମାନଙ୍କ କାର୍ଯ୍ୟରେ ଲାଗୁନାହିଁ। କାର୍ଡ଼ଧାରୀ ମେଡିକାଲ୍‌ରେ ନାନା ଦହଗଞ୍ଜ ହେଉଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କାର୍ଡ଼ ଥାଇ ସୁଦ୍ଧା ବହୁ ଲୋକ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରି ଅଭିଯୋଗ ସମଗ୍ର ରାଜ୍ୟରୁ ପୂଳାପୂଳା ଆସୁଛି। ତେବେ ଏଠି ପ୍ରଶ୍ନ ଉଠୁଛି, ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ହଠାତ କାହିଁକି ସ୍ମାର୍ଟ ହେଲ୍‌ଥ କାର୍ଡ କଥା ମନେ ପଡ଼ିଲା।

ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ୯୨ ଲକ୍ଷ ୫୦ ଘରକୁ ଦିଆଯିବ ସ୍ମାର୍ଟ ହେଲ୍‌ଥ କାର୍ଡ। ଏଥିପାଇଁ ୟୁଟିଆଇ ଇନଫ୍ରାଷ୍ଟକଚର ଟେକ୍ନୋଲୋଜି ଆଣ୍ଡ ସର୍ଭିସ ଲିମିଟେଡ୍ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରସ୍ତୁତି ଓ ବଣ୍ଟନ ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି, ୬୪ କେବି SCOSTA ଚିପ୍‌ ଆଧାରିତ ସ୍ମାର୍ଟ କାର୍ଡ ଘରେ ଘରେ ବଣ୍ଟାଯିବ। ପ୍ରତି ଘରକୁ ଦୁଇଟି ଲାଖାଏଁ କାର୍ଡ ଦିଆଯିବ। ତେଣୁ ରାଜ୍ୟର ୯୨ ଲକ୍ଷ ୫୦ ହଜାର ଘର ପାଇଁ ପ୍ରସ୍ତୁତ ହେବ କୋଟିଏ ୮୫ ଲକ୍ଷ କାର୍ଡ। କାର୍ଡରେ ବ୍ୟକ୍ତିର ନାଁ ଓ ୧୨ ଡିଜିଟ୍‌ ୟୁନିକ ରେଜିଷ୍ଟ୍ରେସନ ନମ୍ବର ରହିବ। ସ୍ମାର୍ଟ ହେଲଥ କାର୍ଡ ବଣ୍ଟନବେଳେ ଦିଆଯିବାକୁ ଥିବା କିଟ୍‌ରେ ହସ୍ପିଟାଲର ତାଲିକା ରହିଛି। ଚୟନ ହୋଇଥିବା ଭେଣ୍ଡର ଦ୍ୱାରା ଅକ୍ଟୋବର ୨ ତାରିଖ ଭିତରେ ପ୍ରତି ପଞ୍ଚାୟତ ଅଫିସରେ କାର୍ଡ ଡେଲିଭରିର ବ୍ୟବସ୍ଥା ରହିଛି।

ସ୍ମାର୍ଟ ହେଲ୍‌ଥ କାର୍ଡ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଟାର୍ଗେଟ୍‌ କରିଛନ୍ତି। ଏହାକୁ ତୁଚ୍ଛା ପଲିଟିକାଲ୍ କାର୍ଡ ବୋଲି ବିରୋଧୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story