ଲୋକଙ୍କ ଜୀବନ ସହ ଖେଳ, ହାଇକୋର୍ଟ ଉଦବିଗ୍ନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଏକ୍ସପାୟରି ଡେଟ୍ ପରେ ବି ରାଜ୍ୟର ଅନେକ ଅଂଚଳରେ ଅବାଧ ଭାବେ ବିକ୍ରି ହେଉଛି ପାଣି ବୋତଲ ଓ ଫଳ ରସ। ଲେବୁଲ ତ ନାମୀଦାମୀ କଂପାନୀର। କିନ୍ତୁ ସେଗୁଡିକର ଏକ୍ସପାୟରି ଡେଟ୍ ସରିଲା ପରେ ବି ଅସାଧୁ ବ୍ୟବସାୟୀମାନେ ନିଜ ମନ ମୁତାବକ ନୂଆ ଏକ୍ସପାୟରି ତାରିଖର ଷ୍ଟିକର ଲଗାଇ ବିକ୍ରୀ କରୁଛନ୍ତି ପାଣି ବୋତଲ ଓ ଫଳ ରସ। ସାଧାରଣ ଗ୍ରାହକ ବା କାହିଁକି ହଠାତ୍ ଜାଣିବ? ଗ୍ରାହକଙ୍କର […]

Debendra Prusty
  • Published: Wednesday, 19 May 2021
  • Updated: 19 May 2021, 06:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଏକ୍ସପାୟରି ଡେଟ୍ ପରେ ବି ରାଜ୍ୟର ଅନେକ ଅଂଚଳରେ ଅବାଧ ଭାବେ ବିକ୍ରି ହେଉଛି ପାଣି ବୋତଲ ଓ ଫଳ ରସ। ଲେବୁଲ ତ ନାମୀଦାମୀ କଂପାନୀର। କିନ୍ତୁ ସେଗୁଡିକର ଏକ୍ସପାୟରି ଡେଟ୍ ସରିଲା ପରେ ବି ଅସାଧୁ ବ୍ୟବସାୟୀମାନେ ନିଜ ମନ ମୁତାବକ ନୂଆ ଏକ୍ସପାୟରି ତାରିଖର ଷ୍ଟିକର ଲଗାଇ ବିକ୍ରୀ କରୁଛନ୍ତି ପାଣି ବୋତଲ ଓ ଫଳ ରସ। ସାଧାରଣ ଗ୍ରାହକ ବା କାହିଁକି ହଠାତ୍ ଜାଣିବ? ଗ୍ରାହକଙ୍କର ଜୀବନ ସହିତ ଖେଳ ଖେଳୁଛନ୍ତି ରାଜ୍ୟରେ ଅନେକ ଅସାଧୁ ବେପାରୀ। ଉଭୟ ପାଇକାରୀ ଓ ଖୁଚୁରା ବେପାରୀ ଏହି ଏକପାୟରି ଡେଟ୍ ସରିଥିବା ପାଣି ବୋତଲ ଓ ମ୍ୟାଙ୍ଗୋ ଜୁସ୍ ବୋତଲ ବ୍ୟବସାୟରେ ମାତି ମୁନାଫା କମାଉଛନ୍ତି। ଲୋକଙ୍କ ଜୀବ ସହ ଖେଳୁଛନ୍ତି। ଯାଂଚ ଏଜେନସୀ ରହିଛି। କିନ୍ତୁ ଯାଂଚ୍ ଠିକ୍ ରୂପେ ହେଉଛି ତ? ଏହାର ଉତ୍ତର ବୋଧହୁଏ ନାଁ ରହିବ।

ବଲାଙ୍ଗୀର ଜିଲ୍ଲା ପାଟଣାଗEରେ ଦୁଇ ଅସାଧୁ ବ୍ୟବସାୟୀ ଏକ୍ସପାୟରି ଡେଟ୍ ସରିଲା ପରେ ବି ବିସଲେରୀ ପାଣି ବୋତଲ ଓ ସ୍ପ୍ରିଲ୍ ମ୍ୟାଙ୍ଗୋ ଜୁସ୍ ବିକ୍ରି କରି ଧରା ପଡିଥିଲେ। ସେମାନଙ୍କ ମଧରୁ ଜଣେ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ଓଡିଶା ହାଇକୋର୍ଟରେ ହୋଇଥିଲା। ବିଚାରପତି ଜଷ୍ଟିସ ଏସ.କେ ପାଣିଗ୍ରାହୀଙ୍କ ଖଣ୍ଡପୀଠରେ ହୋଇଥିବା ଜାମିନ ଆବେଦନ ଶୁଣାଣି ବେଳେ  ମୁନାଫାଖୋର ବ୍ୟବସାୟୀଙ୍କ ଲୋଭ କିଭଳି ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ହାନି କରୁଛି, ତାହା ସାମନାକୁ ଆସିଥିଲା। ଜଷ୍ଟିସ ପାଣିଗ୍ରାହୀ କହିଥିଲେ ଯେ, ଲୋକେ ବୋତଲ ପାଣି ଓ ବୋତଲରେ ବିକ୍ରୀ ହେଉଥିବା ଫଳ ରସକୁ ନିରାପଦ ବୋଲି ଭାବନ୍ତି।

କିନ୍ତୁ ସେମାନଙ୍କ ବିଶ୍ୱାସରେ ବିଷ ଦିଆଯାଉଛି। ଏକ୍ସପାୟରି ଡେଟ୍ ଗଲା ପରେ ବି ଲୋକଙ୍କୁ ଏପରି ଅନେକ ସାମଗ୍ରୀ ବିକ୍ରି କରାଯାଉଛ, ଯାହା କି ଏକ ଅପରାଧ। ପ୍ୟାକେଜଡ୍ ପାଣି ଏକ୍ସପାୟରି ଡେଟ୍ ପରେ ପିଇଲେ ଅନେକ ରୋଗ ହୋଇଥାଏ। ପାଣି ରହୁଥିବା ବୋତଲ ସ୍ୱାସ୍ଥ୍ୟ ପାଇଁ ବିପଦ। ବିଭିନ୍ନ ପ୍ରକାର ରୋଗ ହେବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଚେତାବନୀ ଜାରି କରିଛି।

ତେଣୁ ପାଣି ବୋତଲରେ ଏକ୍ସପାୟରି ଡେଟ୍‌, ଉପାଦାନ ବିଷୟରେ ସବୁ ଟିକିନିଖି ତଥ୍ୟ ରହିବା ଉଚିତ। ପ୍ଲାଷ୍ଟିକ ବୋତଲରେ ମଧ୍ୟ ବହୁଦିନ ଧରି ପାଣି ବା ଜୁ୍‌ସ୍ ବିକିବା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ। ସମସ୍ତେ କାହିଁକି ଏଥିପ୍ରତି ସଚେତନ ହୁଅନ୍ତି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଜଷ୍ଟିସ ପାଣିଗ୍ରାହୀ। ଏଭଳି ଅବ୍ୟବସ୍ଥାର ଯାଂଚ କରିବା ଖାଉଟି ବ୍ୟାପାର ବିଭାଗର ଦାୟିତ୍ୱ ବୋଲି ହାଇକୋର୍ଟ ବିଚାରପତି କହିଛନ୍ତି। ଏ ଦିଗରେ ରାଜ୍ୟ ସରକାର ମଧ୍ୟ ଅଧିକ ତତ୍ପରତା ଦେଖାଇ ପ୍ରବର୍ତ୍ତନ ଏଜନେସୀଗୁଡିକୁ ତଦାରଖ ପାଇଁ ସକ୍ରିୟ ରଖିବା ଦିଗରେ ଗୁରୁତ୍ୱାରୋପ କରିଛନ୍ତି ହାଇକୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story