୨୫ ପର୍ଯ୍ୟନ୍ତ ଓଡ଼ିଶା ମାନବାଧିକାର କମିଶନ କାର୍ଯ୍ୟାଳୟ ଶଟଡାଉନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ମାନବାଧିକାର କମିଶନ(ଓଏଚଆରସି)ଙ୍କ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀମାନେ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟକୁ ଆଜିଠୁ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ଶଟଡାଉନ୍ ହୋଇଛି। ରାଜ୍ୟ ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କମିଶନଙ୍କ କାର୍ଯ୍ୟାଳୟରେ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ଜାନୁୟାରୀ ୧୭ରୁ ୨୫ତାରିଖ ପର୍ଯ୍ୟନ୍ତ କମିଶନଙ୍କ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ଶଟ୍ ଡାଉନ୍ ଘୋଷଣା କରାଯାଇଛି । […]

OHRC

OHRC

Ordigital Desk
  • Published: Monday, 17 January 2022
  • Updated: 17 January 2022, 10:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ମାନବାଧିକାର କମିଶନ(ଓଏଚଆରସି)ଙ୍କ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀମାନେ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟକୁ ଆଜିଠୁ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ଶଟଡାଉନ୍ ହୋଇଛି।

ରାଜ୍ୟ ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କମିଶନଙ୍କ କାର୍ଯ୍ୟାଳୟରେ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ଜାନୁୟାରୀ ୧୭ରୁ ୨୫ତାରିଖ ପର୍ଯ୍ୟନ୍ତ କମିଶନଙ୍କ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ଶଟ୍ ଡାଉନ୍ ଘୋଷଣା କରାଯାଇଛି । ଯଦି ଏହି ଶଟଡାଉନ୍ ଅବଧି ମଧ୍ୟରେ କୌଣସି ଅତ୍ୟନ୍ତ ଜରୁରୀ ମାମଲା ଥିବ ତା’ହେଲେ ଭର୍ଚୁଆଲ ମୋଡରେ ତା’ର ଶୁଣାଣି କରାଯିବ । ଏହି ଅବଧି ମଧ୍ୟରେ କାର୍ଯ୍ୟାଳୟର ଇମେଲ୍ ମାଧ୍ୟମରେ ଅଭିଯୋଗ ଦାଖଲ ହୋଇପାରିବ । ଯଦି ଜରୁରୀ ଶୁଣାଣି ଆବଶ୍ୟକ ଥିବ ତା’ହେଲେ ଓଏଚଆରସି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବଙ୍କ ମୋବାଇଲ ନମ୍ବର-୯୪୩୭୦୯୨୬୩୨ ସହ ଯୋଗାଯୋଗ କରିବାକୁ କୁହାଯାଇଛି । କମିଶନ ଅଧ୍ୟକ୍ଷଙ୍କ ଅନୁମତିରେ ଜରୁରୀ ମାମଲାକୁ ବିଚାର ପାଇଁ ଗ୍ରହଣ କରାଯାଇ ଶୁଣାଣି କରାଯିବ । ଯେଉଁ ପକ୍ଷ ରାଜି ହେବେ ମାମଲାର ଭର୍ଚୁଆଲ ଶୁଣାଣି ହେବ ।

ସୂଚନାଯୋଗ୍ୟ, ଢିଙ୍କିଆରେ ଜେଏସଡବ୍ଲ୍ୟୁ ପ୍ରକଳ୍ପ ନିମନ୍ତେ ପାନବରଜ ଭଙ୍ଗାଯିବା ଓ ସ୍ଥାନୀୟ ଲୋକଙ୍କୁ ଅମାନବୀୟ ଭାବେ ମାରପିଟ୍ କରାଯିବା ଘଟଣାର ଅନୁଧ୍ୟାନ ପାଇଁ ମାନବାଧିକାର କର୍ମୀଙ୍କ ଟିମକୁ ଢିଙ୍କିଆ ଯିବା ପାଇଁ ଅନୁମତି ମିଳୁନଥିବାରୁ ତା’ର ପ୍ରତିବାଦରେ ବିଶ୍ୱପ୍ରିୟ କାନୁନଗୋ ଓ ପ୍ରଦୀପ୍ତ ନାୟକ ଆଜି ଓଏଚଆରସିଙ୍କ ଦ୍ୱାରସ୍ଥ ହୋଇଛନ୍ତି । କମିଶନ ଏହି ଘଟଣାରେ ହସ୍ତକ୍ଷେପ କରି ଶୁକ୍ରବାର ପୁଲିସର ଅମାନବୀୟ ଆଚରଣର ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବାକୁ ସେମାନେ ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story