ଜୁନ୍‌ରେ ମାଟ୍ରିକ ସପ୍ଲିମେଣ୍ଟାରୀ, ଜୁଲାଇରେ ପରୀକ୍ଷା ଫଳ

ଭୁବନେଶ୍ୱର: ଜୁନ ପ୍ରଥମ ସପ୍ତାହରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଏଥିପାଇଁ ଛାତ୍ରଛାତ୍ରୀମାନେ ମେ’ ୧୦ରୁ ୧୫ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିପାରିବେ। ଜୁଲାଇରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷ ପରିଷଦ ସଭାପତି ସୁଶାନ୍ତ ଦାସ। ଆଜି ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। A1 ଗ୍ରେଡ୍‌ରେ ମୋଟ୍ ୨୪୧୬ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। A2 ଗ୍ରେଡରେ ୨୩,୪୭୨ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ  B1ରେ ୬୧,୯୮୧, […]

matric suplimentry exam

Rakesh Mallick
  • Published: Wednesday, 26 April 2017
  • , Updated: 26 April 2017, 06:43 PM IST

ଭୁବନେଶ୍ୱର: ଜୁନ ପ୍ରଥମ ସପ୍ତାହରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଏଥିପାଇଁ ଛାତ୍ରଛାତ୍ରୀମାନେ ମେ’ ୧୦ରୁ ୧୫ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିପାରିବେ। ଜୁଲାଇରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷ ପରିଷଦ ସଭାପତି ସୁଶାନ୍ତ ଦାସ।

ଆଜି ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। A1 ଗ୍ରେଡ୍‌ରେ ମୋଟ୍ ୨୪୧୬ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। A2 ଗ୍ରେଡରେ ୨୩,୪୭୨ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ  B1ରେ ୬୧,୯୮୧, B2 ରେ ୧,୦୧,୫୪୮, C ଗ୍ରେଡ୍‌ରେ ୧,୨୪,୨୮୨,  D ଗ୍ରେଡ୍‌ରେ ୧,୧୭, ୯୭୫, E ଗ୍ରେଡ୍‌ରେ ୫୪,୭୧୪ ଓ F ଗ୍ରେଡ୍‌ରେ ୭୬,୬୮୯  ପିଲା ପାସ୍‌ କରିଛନ୍ତି।

ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨,୩୮,୦୯୨ ଜଣ ପୁଅ ପାସ୍ କରିଥିବା ବେଳେ  ୨,୪୭, ୮୯୬ ଜଣ ଝିଅ ପାସ୍ କରିଛନ୍ତି। ତେଣୁ ପାସ୍ ହାରରେ ଝିଅ ମାନେ ବାଜି ମାରି ନେଇଛନ୍ତି।

Related story