‘ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ’ରେ ଖୁବଶୀଘ୍ର ଆରମ୍ଭ ହେବ ନାମ ଲେଖା: ଡ. ମହାପାତ୍ର

ସମ୍ବଲପୁର: ସମ୍ୱଲପୁରରେ ସ୍ଥାପିତ ରାଜ୍ୟର ପ୍ରଥମ ମୁକ୍ତ ବିଶ୍ୱ ବିଦ୍ୟାଳୟ ‘ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ’ରେ ଖୁବଶୀଘ୍ର ଚଳିତ ଶିକ୍ଷା ବର୍ଷ ପାଇଁ ନାମ ଲେଖା ଆରମ୍ଭ ହେବ। ଶୁକ୍ରବାର ଏହି ବିଶ୍ୱବିଦ୍ୟାଳୟର ପ୍ରଥମ ଓଏସଡି ଭାବେ ବରିଷ୍ଠ ଶିକ୍ଷାବିତ ଡ. ଶ୍ରୀକାନ୍ତ ମହାପାତ୍ର ଯୋଗ ଦେବା ପରେ ଏହି ସୂଚନା ଦେଇଛନ୍ତି। ଡ. ମହାପାତ୍ର କହିଛନ୍ତି, ଏହି ବିଶ୍ୱ ବିଦ୍ୟାଳୟରେ ବିଭିନ୍ନ ବିଭାଗ ପାଇଁ ଖୁବଶୀଘ୍ର ପାଠ୍ୟ ଖସଡା ପ୍ରସ୍ତୁତ କରାଯିବ। ବିଶେଷ କରି ଯେଉଁମାନେ କଲେଜ […]

drsrikanta

drsrikanta

Rakesh Mallick
  • Published: Saturday, 13 June 2015
  • Updated: 13 June 2015, 12:30 PM IST

Sports

Latest News

ସମ୍ବଲପୁର: ସମ୍ୱଲପୁରରେ ସ୍ଥାପିତ ରାଜ୍ୟର ପ୍ରଥମ ମୁକ୍ତ ବିଶ୍ୱ ବିଦ୍ୟାଳୟ ‘ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ’ରେ ଖୁବଶୀଘ୍ର ଚଳିତ ଶିକ୍ଷା ବର୍ଷ ପାଇଁ ନାମ ଲେଖା ଆରମ୍ଭ ହେବ। ଶୁକ୍ରବାର ଏହି ବିଶ୍ୱବିଦ୍ୟାଳୟର ପ୍ରଥମ ଓଏସଡି ଭାବେ ବରିଷ୍ଠ ଶିକ୍ଷାବିତ ଡ. ଶ୍ରୀକାନ୍ତ ମହାପାତ୍ର ଯୋଗ ଦେବା ପରେ ଏହି ସୂଚନା ଦେଇଛନ୍ତି।

ଡ. ମହାପାତ୍ର କହିଛନ୍ତି, ଏହି ବିଶ୍ୱ ବିଦ୍ୟାଳୟରେ ବିଭିନ୍ନ ବିଭାଗ ପାଇଁ ଖୁବଶୀଘ୍ର ପାଠ୍ୟ ଖସଡା ପ୍ରସ୍ତୁତ କରାଯିବ। ବିଶେଷ କରି ଯେଉଁମାନେ କଲେଜ କିମ୍ୱା ବିଶ୍ୱବିଦ୍ୟାଳୟରେ ବିଭିନ୍ନ କାରଣରୁ ପଢିବା ପାଇଁ ସକ୍ଷମ ନୁହନ୍ତି ସେମାନଙ୍କ ପାଇଁ ଏହି ବିଶ୍ୱବିଦ୍ୟାଳୟ ବିଶେଷ ସହାୟକ ହେବ। ଗୁଣାତ୍ମକ ଶିକ୍ଷା ଉପରେ ଏହି ବିଶ୍ୱବିଦ୍ୟାଳୟ ପ୍ରାଥମିକତା ଦେବ। ବିଶେଷ କରି ଧନ୍ଦାମୂଳକ ଶିକ୍ଷା, କମ୍ପ୍ୟୁଟର ଶିକ୍ଷା, ଶିକ୍ଷକତା ତାଲିମ ପାଇଁ ଶିକ୍ଷା ସହ ବିଭିନ୍ନ ବିଷୟରେ ଡିଗ୍ରୀ ଓ ମାଷ୍ଟର ଡିଗ୍ରୀ ଶିକ୍ଷା ପ୍ରଦାନ କରାଯିବ।  ବିଭିନ୍ନ ଜିଲ୍ଲାର ସଦର ମହକୁମା ସମେତ ବ୍ଲକ ସ୍ତରରେ ମଧ୍ୟ ବିଶ୍ୱ ବିଦ୍ୟାଳୟର  ଷ୍ଟଡି ସେଣ୍ଟର ଖୋଲାଯିବ। ସ୍ଥାୟୀ କ୍ୟାମ୍ପସ ପାଇଁ ସହର ନିକଟବର୍ତ୍ତୀ ସ୍ଥାନରେ ଜାଗା ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି।

ଏହା ସହିତ ସେ କହିଛନ୍ତି ଯେ ଏହି ବିଶ୍ୱ ବିଦ୍ୟାଳୟର କୌଣସି ଫ୍ରାଞ୍ଚାଇଜ୍ ରହିବ ନାହିଁ। କେବଳ ରାଜ୍ୟ ସରକାର ଏହାର ପରିଚାଳନା କରିବେ। ବିଭିନ୍ନ କୋର୍ସ ପାଇଁ ଫି’ ନିର୍ଦ୍ଧାରଣ ହୋଇ ନ ଥିଲେ ମଧ୍ୟ ଏହା ଯେପରି ସବୁ ବର୍ଗର ଛାତ୍ରଛାତ୍ରୀ ମାନଙ୍କୁ ସୁହାଇବ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଡ. ମହାପାତ୍ର କହିଛନ୍ତି।

ସୂଚନାଯୋଗ୍ୟ, ସ୍ଥାନୀୟ ଗଙ୍ଗ।ଧର ମେହେର କଲେଜ ପରିସରରେ ବିଶ୍ୱ ବିଦ୍ୟାଳୟର ଅସ୍ଥାୟୀ  କ୍ୟାମ୍ପସକୁ ପୁର୍ବରୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story