ପାଇଖାନା ଗାତରେ ଗଳି ପଡ଼ିଲା ବଜ୍ରକାପ୍ତା, ଉଦ୍ଧାର କଲା ବନ ବିଭାଗ

ବଲାଙ୍ଗିର/କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ପାଇଖାନା ପାଇଁ ଖୋଳା ଯାଇଥିଲା ଗାତ। ଆଉ ସେହି ଗାତରେ ଗଳି ପଡ଼ିଲା ବଜ୍ରକାପ୍ତା। ଘର ମାଲିକଙ୍କଠାରୁ ଖବର ପାଇଁ ବନ ବିଭାଗ ବଜ୍ରକାପ୍ତାକୁ ଉଦ୍ଧାର କରିଛି। ଏପରି ଘଟଣା ବଲାଙ୍ଗିର ଟାଉନ୍‌ ଅଞ୍ଚଳରେ ଘଟିଛି। ସେପଟେ ଢେଙ୍କାନାଳରେ ବନ ବିଭାଗ ଚଢ଼ଉ କରି ୩ ଶିକାରୀଙ୍କୁ ଗିରଫ କରିଛି। ବଲାଙ୍ଗିର ସହର ଆର୍‌ଟିଓ ଛକରେ ରୁହନ୍ତି ସୁନୀଲ କୁମାର ଦୋରା। ତାଙ୍କ ଘର ପଛପାର୍ଶ୍ୱରେ ଲାଟ୍ରିନ୍‌ ପାଇଁ ଖୋଲାଯାଇଥିବା ଗାତରେ ଗୁରୁବାର ରାତିରେ […]

Pangolin

Pangolin

Manoranjan Sial
  • Published: Friday, 15 April 2022
  • Updated: 15 April 2022, 04:56 PM IST

Sports

Latest News

ବଲାଙ୍ଗିର/କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ପାଇଖାନା ପାଇଁ ଖୋଳା ଯାଇଥିଲା ଗାତ। ଆଉ ସେହି ଗାତରେ ଗଳି ପଡ଼ିଲା ବଜ୍ରକାପ୍ତା। ଘର ମାଲିକଙ୍କଠାରୁ ଖବର ପାଇଁ ବନ ବିଭାଗ ବଜ୍ରକାପ୍ତାକୁ ଉଦ୍ଧାର କରିଛି। ଏପରି ଘଟଣା ବଲାଙ୍ଗିର ଟାଉନ୍‌ ଅଞ୍ଚଳରେ ଘଟିଛି। ସେପଟେ ଢେଙ୍କାନାଳରେ ବନ ବିଭାଗ ଚଢ଼ଉ କରି ୩ ଶିକାରୀଙ୍କୁ ଗିରଫ କରିଛି।

ବଲାଙ୍ଗିର ସହର ଆର୍‌ଟିଓ ଛକରେ ରୁହନ୍ତି ସୁନୀଲ କୁମାର ଦୋରା। ତାଙ୍କ ଘର ପଛପାର୍ଶ୍ୱରେ ଲାଟ୍ରିନ୍‌ ପାଇଁ ଖୋଲାଯାଇଥିବା ଗାତରେ ଗୁରୁବାର ରାତିରେ ଗୋଟିଏ ବଜ୍ରକାପ୍ତା ପଡିଯାଇଥିଲା। ଗାତରେ ବଜ୍ରକାପ୍ତା ପଡ଼ିଖିବା ଦେଖି ଲୋଭର ବଶବର୍ତ୍ତୀ ନହୋଇ ସଂଗେ ସଂଗେ ବନ ବିଭାଗକୁ ଖବର ଦେଇଥିଲେ ସୁନୀଲ୍‌। ବନ ବିଭାଗ ରାତିରେ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା। ଆଜି ବଜ୍ରକାପ୍ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ବର୍ତ୍ତମାନ ତାକୁ କେଉଁଠି ଛଡାଯିବ ସେ ନେଇ ବିଚାର ବିମର୍ଶ କରୁଛି ବନ ବିଭାଗ।

ସେପଟେ ଢେଙ୍କାନାଳ ବନ ବିଭାଗ ଚଢ଼ଉ କରି ୩ ଜଣ ଜନ୍ତୁ ଶିକାରୀଙ୍କୁ ଗିରଫ କରିଥିବା ବେଳେ ଦୁଇଟି ଦେଶୀ ବନ୍ଧୁକ ଓ ଧନୁତୀର ଜବତ କରିଛି। ସୂଚନା ମୁତାବକ, କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କରଡ଼ାପାଳ ରଞ୍ଜାଗଡ଼ ସରଂକ୍ଷିତ ଜଙ୍ଗଲର ବରଡାକୋଟା ନିକଟରେ ତିନି ଜଣ ବ୍ୟକ୍ତି ଶିକାର କରୁଥିବା ବନ ବିଭାଗ ଖବର ପାଇଥିଲା। ଏହା ପରେ ପୂର୍ବାଞ୍ଚଳ ରେଞ୍ଜର ସତ୍ୟନାରାୟଣ ସାହୁ ଓ ବନ କର୍ମଚାରୀମାନେ ସେଠାରେ ପହଞ୍ଚି ତିନି ଜଣଙ୍କୁ ଗିରଫ କରିଥିଲେ। ଏଥିସହ ସେମାନଙ୍କ ପାଖରୁ ଦୁଇଟି ଦେଶୀ ବନ୍ଧୁକ ଓ ଧନୁତୀର ଜବତ କରିଥିଲେ। ଗିରଫ ତିନି ଜଣ ହେଲେ କରଡ଼ାପାଳ ଗ୍ରାମର ସାଗର ଦେହୁରୀ, କାନ୍ତୋଲ ଗ୍ରାମର ବିକାଶ ମୁଣ୍ଡା ଓ ରଇଆ ମୁଣ୍ଡା। ଗିରଫ ପରେ ସେମାନଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା। ଏହା ପରେ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story