ଓଡ଼ିଶାରେ ଚିହ୍ନଟ କରୋନା ରୋଗୀ କେତେ ଜଣଙ୍କ ସମ୍ପର୍କରେ ଆସିଛନ୍ତି , ସୂଚନା ଦେଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ପ୍ରଥମ କରୋନା ରୋଗୀ  ଚିହ୍ନଟ ଘଟଣାରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ଅଧିକ ସୂଚନା ଦେଇଛନ୍ତି। ଆଜି ଗୀତ ଗୋବିନ୍ଦ ଭବନରେ କରୋନା ସମ୍ପର୍କିତ ସୂଚନା ଦେଇ ସେ କହିଛନ୍ତି ଯେ, ପଜିଟିଭ ଚିହ୍ନଟ ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୫୩ ଜଣ ଆସିଛନ୍ତି। ସଂପୃକ୍ତ ୫୩ ଜଣଙ୍କୁ ଚିହ୍ନଟ ପାଇଁ ପଦକ୍ଷେପ ନିଆଯାଉଛି। ଟ୍ରେନ୍‌ରେ ଆସିବା ବେଳେ ସେ ୭୬ ଜଣଙ୍କ ସଂପର୍କରେ ଆସିଛନ୍ତି। ସର୍ବମୋଟ ୧୨୯ ଜଣଙ୍କ ସଂସ୍ପର୍ଷରେ ସେ […]

nbc12

nbc12

Tapas Behera
  • Published: Monday, 16 March 2020
  • Updated: 16 March 2020, 05:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ପ୍ରଥମ କରୋନା ରୋଗୀ  ଚିହ୍ନଟ ଘଟଣାରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ଅଧିକ ସୂଚନା ଦେଇଛନ୍ତି। ଆଜି ଗୀତ ଗୋବିନ୍ଦ ଭବନରେ କରୋନା ସମ୍ପର୍କିତ ସୂଚନା ଦେଇ ସେ କହିଛନ୍ତି ଯେ, ପଜିଟିଭ ଚିହ୍ନଟ ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୫୩ ଜଣ ଆସିଛନ୍ତି। ସଂପୃକ୍ତ ୫୩ ଜଣଙ୍କୁ ଚିହ୍ନଟ ପାଇଁ ପଦକ୍ଷେପ ନିଆଯାଉଛି। ଟ୍ରେନ୍‌ରେ ଆସିବା ବେଳେ ସେ ୭୬ ଜଣଙ୍କ ସଂପର୍କରେ ଆସିଛନ୍ତି। ସର୍ବମୋଟ ୧୨୯ ଜଣଙ୍କ ସଂସ୍ପର୍ଷରେ ସେ ଆସିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ଆସିବା ପରେ ଭୁବନେଶ୍ୱରରେ ଏକ ଘରୋଇ କ୍ଲିନିକକୁ ଯାଇଥିଲେ। ଉକ୍ତ ଘରୋଇ କ୍ଲିନିକ୍‌କୁ ଏବେ ବନ୍ଦ କରିଦିଆଯାଇଛି। ସଂପୃକ୍ତ ଡାକ୍ତର ଓ ଷ୍ଟାଫଙ୍କୁ ଆଇସୋଲେସନରେ ରଖାଯାଇଛି।

ସୂଚନା ଯୋଗ୍ୟ ଯେ, ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ରକ୍ତ ଓ ସ୍ୱାବ୍‌ ନମୁନା ପରୀକ୍ଷାରୁ ତାଙ୍କ ଠାରେ କରୋନା ଭାଇରସ୍‌ ପ୍ରବେଶ କରିଥିବା ଜଣାପଡ଼ିଛି। ସଂପୃକ୍ତ ଯୁବକଙ୍କ ରକ୍ତ ନମୁନା ପରୀକ୍ଷା ପରେ RMRCରୁ ରିପୋର୍ଟରେ କରୋନା ଭୂତାଣୁ ଚିହ୍ନଟ ହୋଇଛି।

ସମ୍ପୃକ୍ତ ଯୁବକ ଜଣଙ୍କ ୬ ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ଦିଲ୍ଲୀରେ କିଛି ଦିନ କ୍ୱାରେଣ୍ଟାଇନରେ ରହିଥିଲେ। ଏହା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ। ତେବେ ୧୩ ତାରିଖରୁ ତାଙ୍କୁ ଥଣ୍ଡା ଓ ଜ୍ୱର ନ ଛାଡ଼ିବାରୁ ସେ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ। ସେଠାରେ ତାଙ୍କ ନମୁନା ପଜିଟିଭ୍‌ ଆସିଥିବା ଜଣାପଡ଼ିଥିଲା।

ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଓ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି। ଯୁବକ ଜଣକ ଯେଉଁ ଟ୍ରେନ୍‌ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ ସେହି ଟ୍ରେନର ସଂପୃକ୍ତ ବଗିରେ ତାଙ୍କ ସହ ଆସିଥିବା ଯାତ୍ରୀଙ୍କୁ ଠାବ ସହ ସେମାନଙ୍କ ସଂପର୍କରେ ସମସ୍ତ ତଥ୍ୟ ଯୋଗାଡ଼ ପାଇଁ ଚେଷ୍ଟା କରାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story