ଓଡ଼ିଶା ସମେତ ଉତ୍ତରପୂର୍ବ ଭାରତରେ ଭୂକଂପ ଝଟକା; ନେପାଳ ଓ ଆଫଗାନିସ୍ତାନ କେନ୍ଦ୍ରସ୍ଥଳ

ଭୁବନେଶ୍ୱର: ଓଡ଼ିଶା ସମେତ ନୂଆଦିଲ୍ଲୀ, ଆସାମ, ପଶ୍ଚିମ ବଙ୍ଗରେ ଆଜି ମଧ୍ୟାହ୍ନରେ ଭୂକଂପ ଅନୁଭୁତ ହୋଇଛି।  ଦିନ ପ୍ରାୟ ୧୨ଟା ୩୫ରେ ଏହି ଭୂକଂପ ଅନୁଭୁତ ହୋଇଥିଲା। ଏହି ଭୂକଂପର କେନ୍ଦ୍ରସ୍ଥଳ ଥିଲା ନେପାଳ ଓ ଆଫଗାନିସ୍ତାନ। ନେପାଳର ରାଜଧାନୀ କାଠମାଣ୍ଡୁ ଠାରୁ ପ୍ରାୟ ୮୨ କିଲୋମିଟର ଦୂରରେ ଥିଲା ଭୂକଂପର ଉତ୍ପତ୍ତି ସ୍ଥଳ। ସେଠାରେ ଭୂକଂପର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ରହିଥିଲା। ଆଉ କେନ୍ଦ୍ର ସ୍ଥଳରୁ ଏହାର ଫୋକସ ଏରିଆ ରହିଥିଲା ପ୍ରାୟ ୧୮ […]

afgan

afgan

Rakesh Mallick
  • Published: Tuesday, 12 May 2015
  • Updated: 12 May 2015, 08:21 AM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ସମେତ ନୂଆଦିଲ୍ଲୀ, ଆସାମ, ପଶ୍ଚିମ ବଙ୍ଗରେ ଆଜି ମଧ୍ୟାହ୍ନରେ ଭୂକଂପ ଅନୁଭୁତ ହୋଇଛି।  ଦିନ ପ୍ରାୟ ୧୨ଟା ୩୫ରେ ଏହି ଭୂକଂପ ଅନୁଭୁତ ହୋଇଥିଲା। ଏହି ଭୂକଂପର କେନ୍ଦ୍ରସ୍ଥଳ ଥିଲା ନେପାଳ ଓ ଆଫଗାନିସ୍ତାନ। ନେପାଳର ରାଜଧାନୀ କାଠମାଣ୍ଡୁ ଠାରୁ ପ୍ରାୟ ୮୨ କିଲୋମିଟର ଦୂରରେ ଥିଲା ଭୂକଂପର ଉତ୍ପତ୍ତି ସ୍ଥଳ। ସେଠାରେ ଭୂକଂପର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ରହିଥିଲା। ଆଉ କେନ୍ଦ୍ର ସ୍ଥଳରୁ ଏହାର ଫୋକସ ଏରିଆ ରହିଥିଲା ପ୍ରାୟ ୧୮ କିଲୋମିଟର। ତେବେ ଭୁବନେଶ୍ୱର ସମେତ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ମୃଦୁ ଭୂକଂପ ଅନୁଭୁତ ହୋଇଥିଲା। ଏହି ଭୂକଂପର ତୀବ୍ର କଟକ, ରାଉଲକେଲା, କେନ୍ଦ୍ରାପଡ଼ା ଓ ଗଞ୍ଜାମ ଆଦି ସ୍ଥାନରେ ବି ଭୂକଂପ ଅନୁଭୁତ ହୋଇଥିଲା। ଭୂକଂପ ଅନୁଭୁତି ହେଉଥିବା ଜାଣିବା ପରେ ଭୁବନେଶ୍ୱରରେ ଆତଙ୍କ ଖେଳି ଯାଇଥିଲା। ଲୋକେ ଘର ଓ ଅଫିସରୁ ବାହାରକୁ ଦୌଡ଼ି ଆସିଥିଲେ।

ବିହାର, ଉତ୍ତର ପ୍ରଦେଶ ଓ ଗୁଜୁରାଟରେ ବି ଏହି ଭୂକଂପ ଅନୁଭୁତ ହୋଇଛି। ଭୂକଂପ ପ୍ରଭାବରେ ଉତ୍ତର ପ୍ରଦେଶର ସମ୍ଭାଲ ଜିଲ୍ଲାରେ ଏକ ଘରର କାନ୍ଥ ଭୁଶୁଡ଼ି ପଡ଼ିବରୁ ଜଣଙ୍କ ମୃତ୍ୟୁ ଘଟିଛି। ଭୂକଂପ ପରେ ନୂଆଦିଲ୍ଲୀରେ ମେଟ୍ରୋ ଟ୍ରେନ ସେବା ବନ୍ଦ କରି ଦିଆଯାଇଥିଲା। ସେହିଭଳି ବିହାରର ପାଟନାରେ ମୋବାଇଲ ସେବା ବନ୍ଦ ହୋଇଯାଇଥିଲା।

ନେପାଳ ଭଳି ଚୀନର ଦକ୍ଷିଣ-ପୂର୍ବ ଝାମରେ ମଧ୍ୟ ୭.୪ ତୀବ୍ରତାର ଭୂକଂପ ଅନୁଭୁତ ହୋଇଥିଲା। ଏହା ଉଚ୍ଚଶକ୍ତିର ଭୂକଂପ ଥିଲା। ଆଫଗାନିସ୍ତାନରେ ମଧ୍ୟ ଭୂକଂପ ଅନୁଭତ ହୋଇଥିଲା।

ନେପାଳରେ ଗତ ଏପ୍ରିଲ ମାସରେ ହୋଇଥିବା ଭୟାବହ ଭୂକଂପର ଦୁଇ ସପ୍ତାହ ପରେ ପୁଣି ଥରେ ଏହି ଉଚ୍ଚଶକ୍ତି ସଂପନ୍ନ ଭୂକଂପ ଅନୁଭୁତ ହୋଇଛି। ଗତ ଏପ୍ରିଲ ୨୫ ତାରିଖରେ ନେପାଳରେ ହୋଇଥିବା ଭୂକଂପର ତୀବ୍ରତା ଥିଲା ୭.୯। ଏପରିକି ବିହାରରେ ସମେତ ଆଉ କିଛି ଉତ୍ତର-ପୂର୍ବ ରାଜ୍ୟରେ ଏହାର ତୀବ୍ରତା ୭.୪ ରହିଥିଲା। ସେହି ଭୁକଂପରେ ନେପାଳରେ ୮୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୧୬ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଭାରତରେ ବିହାରେ ସବୁଠୁ ଅଧିକ କ୍ଷୟକ୍ଷତି ହୋଇଥିଲା। ବିହରରେ ପ୍ରାୟ ୬୦ ଲୋକଙ୍କ ମୃତ୍ୟୁ ଘଟିଥିଲା ଓ ୨୦୦ରୁ ଅଧିକ ଆହତ ହୋଇଥିଲା। ଉକ୍ତ ଭୂକଂପ ପରେ ନେପାଳରେ ଶତାଧିକ ପଶ୍ଚାତ ଭୂକଂପ ଅନୁଭୁତ ହୋଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story