ଓଡ଼ିଶା ସରକାରୀ ଭାଷା ଆଇନ-୧୯୫୪ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଆ ଭାଷା ସଂଗ୍ରାମ ସମିତିର ଆମରଣ ଅନଶନ ଆରମ୍ଭ

ଭୁବନେଶ୍ୱର: ଓଡିଶା ସରକାରୀ ଭାଷା ଅଧିନିୟମ୧୯୫୪ ତୁରନ୍ତ କାର୍ଯ୍ୟକାରୀ କରି ଓଡିଆ ଭାଷାକୁ ସରକାରୀ ସ୍ତରରେ ପ୍ରଚଳନ କରିବା ଦାବିରେ ଆଜି ଠାରୁ  ଓଡିଆ ଭାଷା ସଂଗ୍ରାମ ସମିତି ପକ୍ଷରୁ ରାଜଧାନୀର ମହାତ୍ମାଗାନ୍ଦୀ ମାର୍ଗରେ ଆମରଣ ଅନଶନ ଆରମ୍ଭ କରାଯାଇଛି। ରାଜ୍ୟ ଆବାହକ ଶଙ୍କର ପରିଡାଙ୍କ ପୌରୋହିତ୍ୟରେ କବି ଗଜାନନ ମିଶ୍ର, ମଧୁମିତା ସାମଲ ଓ ସଂଜୀବ ପରିଡାଙ୍କ ସହିତ ଶତାଧିକ ଲୋକଙ୍କ ଉପସ୍ଥିତିରେ ଏହି ଅନଶନ ଆରମ୍ଭ ହୋଇଛି। ଦାବି ପୂରଣ ନହେଲା ଯାଏ ଏ […]

katak

katak

Rakesh Mallick
  • Published: Wednesday, 01 July 2015
  • Updated: 02 July 2015, 02:51 AM IST

Sports

Latest News

ଭୁବନେଶ୍ୱର: ଓଡିଶା ସରକାରୀ ଭାଷା ଅଧିନିୟମ୧୯୫୪ ତୁରନ୍ତ କାର୍ଯ୍ୟକାରୀ କରି ଓଡିଆ ଭାଷାକୁ ସରକାରୀ ସ୍ତରରେ ପ୍ରଚଳନ କରିବା ଦାବିରେ ଆଜି ଠାରୁ  ଓଡିଆ ଭାଷା ସଂଗ୍ରାମ ସମିତି ପକ୍ଷରୁ ରାଜଧାନୀର ମହାତ୍ମାଗାନ୍ଦୀ ମାର୍ଗରେ ଆମରଣ ଅନଶନ ଆରମ୍ଭ କରାଯାଇଛି। ରାଜ୍ୟ ଆବାହକ ଶଙ୍କର ପରିଡାଙ୍କ ପୌରୋହିତ୍ୟରେ କବି ଗଜାନନ ମିଶ୍ର, ମଧୁମିତା ସାମଲ ଓ ସଂଜୀବ ପରିଡାଙ୍କ ସହିତ ଶତାଧିକ ଲୋକଙ୍କ ଉପସ୍ଥିତିରେ ଏହି ଅନଶନ ଆରମ୍ଭ ହୋଇଛି। ଦାବି ପୂରଣ ନହେଲା ଯାଏ ଏ ଆନ୍ଦୋଳନ ଚାଲିବ ବୋଲି ସମିତି ପକ୍ଷରୁ କୁହାଯାଇଛି।

ପ୍ରଥମ ଦିନର ଏହି ଆମରଣ ଅନଶନ କାର୍ଯ୍ୟକ୍ରମକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ପଦ୍ମଚରଣ ନାୟକ, କୁଳମଣି ଶୁକ୍ଳ, ଭାଷାବିତ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଉଦଘାଟନ କରିଥିବାବେଳେ ବିଶିଷ୍ଟ ସାହିତ୍ୟିକ ଡଃ ଜଗନ୍ନାଥ ପ୍ରସାଦ ଦାସ, ସମ୍ୱାଦ ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପ୍ରାକ୍ତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ବିଶ୍ୱଭୂଷଣ ହରିଚନ୍ଦନ, ପ୍ରାକ୍ତନ ସରକାରୀ ମୁଖ୍ୟ ସଚେତକ ଅଜୟ ଜେନା ବ୍ୟକ୍ତିବିଶେଷ ନିଜନିଜର ମତ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୦ଟି ଜିଲ୍ଲାରୁ ସହସ୍ରାଧିକ ସଦସ୍ୟ ଯୋଗ ଦେଇଥିବାବେଳେ ଓଡିଆ ଭାଷା ସଂଗ୍ରାମ ସମିତିର ସମ୍ପାଦକ କାହ୍ନୁଚରଣ ବେହୁରା ଓ ଯୁଗ୍ମ ଆବାହକ ସୁବ୍ରତ କୁମାର ପୃଷ୍ଟି, କୋଷାଧ୍ୟକ୍ଷ ସଚିକାନ୍ତ ବେହେରା ଓ କାର୍ଯ୍ୟକାରୀ ସମିତି ସଦସ୍ୟ ପଦ୍ମାକର ଗୁରୁ ପ୍ରମୁଖ ପରିଚାଳନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story