‘କରୋନା’ ଭୟ ନାହିଁ, ତଥାପି ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ‘କରୋନା’କୁ ନେଇ ଭୟଭୀତ ହେଲାଭଳି କୌଣସି ପରିସ୍ଥିତି ଉପୁଜିନି। ତଥାପି ଭାରତରେ ‘କରୋନା’ ପ୍ରବେଶ କରିସାରିଥିବାରୁ ରାଜ୍ୟରେ ଯେଭଳି କୌଣସି ସମ୍ଭାବ୍ୟ ସ୍ଥିତିର ମୁକାବିଲା କରାଯାଇପାରିବ, ସେଥିପାଇଁ ଭୁବନେଶ୍ୱର RMRCରେ ପ୍ରସ୍ତୁତି ବୈଠକ କରାଯାଇଛି। ଏଥିରେ ଯୋଗଦେଇଥିବା ଘରୋଇ ଓ ସରକାରୀ ମେଡ଼ିକାଲର ପ୍ରତିନିଧିଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଲାବ୍‌ ଟେକ୍ନିସିଆନମାନେ ସତର୍କତାର ସହ ସନ୍ଦିଗ୍ଧଙ୍କଠାରୁ ନମୂନା ସଂଗ୍ରହ କରିବାକୁ ତାଗିଦ କରାଯାଇଛି। ସେପଟେ କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟ ସମିତି […]

carona

carona

Manoranjan Sial
  • Published: Monday, 03 February 2020
  • Updated: 03 February 2020, 08:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ‘କରୋନା’କୁ ନେଇ ଭୟଭୀତ ହେଲାଭଳି କୌଣସି ପରିସ୍ଥିତି ଉପୁଜିନି। ତଥାପି ଭାରତରେ ‘କରୋନା’ ପ୍ରବେଶ କରିସାରିଥିବାରୁ ରାଜ୍ୟରେ ଯେଭଳି କୌଣସି ସମ୍ଭାବ୍ୟ ସ୍ଥିତିର ମୁକାବିଲା କରାଯାଇପାରିବ, ସେଥିପାଇଁ ଭୁବନେଶ୍ୱର RMRCରେ ପ୍ରସ୍ତୁତି ବୈଠକ କରାଯାଇଛି। ଏଥିରେ ଯୋଗଦେଇଥିବା ଘରୋଇ ଓ ସରକାରୀ ମେଡ଼ିକାଲର ପ୍ରତିନିଧିଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଲାବ୍‌ ଟେକ୍ନିସିଆନମାନେ ସତର୍କତାର ସହ ସନ୍ଦିଗ୍ଧଙ୍କଠାରୁ ନମୂନା ସଂଗ୍ରହ କରିବାକୁ ତାଗିଦ କରାଯାଇଛି। ସେପଟେ କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପୋଷ୍ଟର ଓ ମାଇକ ଜରିଆରେ ଲୋକଙ୍କୁ ସଚେତନ କରିବା ସହ ଘର ଘର ବୁଲି ସତର୍କ କରାଯାଉଛି।

ସେପଟେ କରୋନା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଚୀନ ସଂକ୍ରମିତଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ହେଉନି ମଣିଷଙ୍କୁ। ବର୍ତ୍ତମାନ ସୁଦ୍ଧା ଚୀନରେ ୩୬୦ ଟପିଲାଣି ମୃତ୍ୟୁସଂଖ୍ୟା। ରବିବାର ଗୋଟିଏ ଦିନରେ ୫୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। କେବଳ ଚୀନ ନୁହେଁ, ଭାରତ ସମେତ ୨୫ରୁ ଅଧିକ ଦେଶକୁ ଡେଇଁଲାଣି ଏହି ଭୂତାଣୁ। କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଥିବା ବେଳେ ସ୍ଥିତିକୁ ଦେଖି ମୁକାବିଲା ପାଇଁ ଗୃହ, ବେସାମରିକ ବିମାନ ଚଳାଚଳ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀଙ୍କୁ ନେଇ ଟାସ୍କଫୋର୍ସ ଗଠନ କରାଯାଇଛି। ଏପଟେ ଓଡ଼ିଶାରେ ଏବେ ସୁଦ୍ଧା ୫ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଗଲାଣି। ଅବଶ୍ୟ ୪ଟି ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଗତକାଲି ଏସ୍‌ସିବିରେ ଭର୍ତ୍ତି ହୋଇଥିବା ଜଣେ ସନ୍ଦିଗ୍ଧଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story