ଧର୍ମେନ୍ଦ୍ରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଏକ ଅନାମଧେୟ ଚାରିଟେବୁଲ ଟ୍ରଷ୍ଟ ଓ ଏକ ସଂସ୍ଥା ଖୋଲି ଦେଶର ୭ଟି ପେଟ୍ରୋଲ କମ୍ପାନୀଠୁ ବିଜ୍ଞାପନ ଆକାରରେ ୫୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଲୁଟ୍ କରାଯାଇଛି। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଦୁର୍ନୀତିର କାର୍ପଟଦାର ଓ ତାଙ୍କ ସହଯୋଗୀ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆ ଏହାର କିଙ୍ଗପିନ୍ ସାଜିଛନ୍ତି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ […]

Odisha-unit-of-nsui-levels-corruption-charges-against-union-minister-dharmendra-pradhan

Manoranjan Sial
  • Published: Wednesday, 13 March 2019
  • Updated: 13 March 2019, 10:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଏକ ଅନାମଧେୟ ଚାରିଟେବୁଲ ଟ୍ରଷ୍ଟ ଓ ଏକ ସଂସ୍ଥା ଖୋଲି ଦେଶର ୭ଟି ପେଟ୍ରୋଲ କମ୍ପାନୀଠୁ ବିଜ୍ଞାପନ ଆକାରରେ ୫୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଲୁଟ୍ କରାଯାଇଛି। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଦୁର୍ନୀତିର କାର୍ପଟଦାର ଓ ତାଙ୍କ ସହଯୋଗୀ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆ ଏହାର କିଙ୍ଗପିନ୍ ସାଜିଛନ୍ତି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନ କହିଛନ୍ତି ଯେ, ବହି ବିଜ୍ଞାପନ ନାଁରେ ଓଡ଼ିଶାର ବିଜେପି ନେତାମାନେ ୭ଟି ରାଷ୍ଟ୍ରାୟତ୍ତ ପେଟ୍ରୋଲ କମ୍ପାନୀର ଶହ ଶହ କୋଟି ଟଙ୍କା ଲୁଟ କରିବା ଘଟଣା ଏବେ ଆମ ନଜରକୁ ଆସିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରାଜ୍ୟ ବିଜେପି ନେତାମାନଙ୍କ ଦ୍ୱାରା କରାଯାଇଥିବା ଅନାମଧେୟ ଏବଂ ଅଣପଂଜିକୃତ ଟ୍ରଷ୍ଟକୁ ବହି ଛାପିବା ବାବଦରେ ଆଇଓସିଏଲ, ବିପିସିଏଲ, ଏଚପିସିଏଲ, ଗେଲ, ଓଏନଜିସି, ଓଆଇଏଲ ଏବଂ ଇଆଇଏଲ ପ୍ରଭୃତି ପେଟ୍ରୋକମ୍ପାନୀ ଶହେ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ବିଜ୍ଞାପନ ଦେଇଛନ୍ତି। ବିଜେପି ନେତାମାନଙ୍କର ଏହି ଅନାମଧେୟ ଟ୍ରଷ୍ଟ ଗଢ଼ାଯିବାର ମାସେ ଦୁଇମାସ ମଧ୍ୟରେ ପେଟ୍ରୋ କମ୍ପାନୀମାନେ କେଉଁ ମାପକାଠିର ବହି ଛାପିବାକୁ କୋଟି କୋଟି ଟଙ୍କା ଦେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ଇଣ୍ଟରନେଟ ଫଟୋ ସମ୍ବଳିତ ରଙ୍ଗୀନ ଫଟୋକପି ବାହାର କରାଯାଇ ବନେ୍ଧଇ ହୋଇଥିବା ମାତ୍ର ୫୦ ଖଣ୍ଡ ବହି ବାବଦକୁ ଏତେ ପରିମାଣର ଅର୍ଥ ଦିଆଯାଇଛି। ଏପରିକି କୌଣସି ବହିରେ ପ୍ରକାଶକ ଏବଂ ମୁଦ୍ରକଙ୍କର ସଂମ୍ପୂର୍ଣ୍ଣ ତଥ୍ୟ ଦିଆଯାଇ ନାହିଁ। ଏ ବାବଦରେ କୋଟି କୋଟି ଟଙ୍କାର ଆୟକର, ଜିଏସଟି ଏବଂ ଅନ୍ୟାନ୍ୟ ଟିକସ ମଧ୍ୟ ହଡ଼ପ କରାଯାଇଛି। ସେ ଅଭିଯୋଗ କରି କହିଛନ୍ତି, ବିଜ୍ଞାପନ ନାଁରେ ପେଟ୍ରୋ କମ୍ପାନୀଗୁଡ଼ିକର ଟଙ୍କା ବା ଜନସାଧାରଣଙ୍କ ଅର୍ଥ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ନେତାମାନଙ୍କ ବ୍ୟକ୍ତିଗତ ପାଣ୍ଠି ବଢ଼ାଇବା ପାଇଁ ବ୍ୟବହାର ହୋଇଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକଦା ଓଡ଼ିଶା ଟ୍ରାଇବାଲ ଆଣ୍ଡ ରୁରାଲ ଟୁରିଜିମ୍ କୋପରେଟିଭ୍ ସୋସାଇଟି ନାମକ ଏକ ସଂସ୍ଥାର ମୁଖ୍ୟ ଥିଲେ। ସେ ଏଥିରୁ ଓହରିଯିବା ପରେ ତାଙ୍କର ଖାସ ଅନୁଗତ ହରେକୃଷ୍ଣ ଖୁଣ୍ଟିଆ ଏହାର ସଭାପତି ଅଛନ୍ତି। ସେହିପରି ଫ୍ରେଣ୍ଡସ୍ ଆସୋସିଏସନ୍ ଚାରିଟେବୁଲ ଟ୍ରଷ୍ଟ ନାଁରେ ଏକ ସଂସ୍ଥା ମଧ୍ୟ ଶ୍ରୀ ଖୁଣ୍ଟିଆ ଖୋଲିଛନ୍ତି। ପେଟ୍ରୋ କମ୍ପାନୀଗୁଡ଼ିକ କେବଳ ଏହି ଦୁଇ ସଂସ୍ଥାକୁ ବହି ଛାପିବା ପାଇଁ ବିଜ୍ଞାପନ ଆକାରରେ କୋଟି କୋଟି ଟଙ୍କା ଦେଇଥିବା ପ୍ରମାଣ ରହିଛି। ଏହି ହଡ଼ପ ଅର୍ଥର ପରିମାଣ ୫ଶହ କୋଟି ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସେହିପରି ‘ଉଜ୍ଜ୍ୱଳା ଦିଦି’ ପାଇଁ ଟେଣ୍ଡର ଜାଲିଆତି କରାଯାଇ ୩୦ କୋଟି ଟଙ୍କା ଆତ୍ମସାତ୍ କରାଯାଇଥିବା ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଆଇଓସିଏଲ୍ ପକ୍ଷରୁ ଗଜ ଜାନୁଆରୀ ୧୨ତାରିଖ ଶନିବାର ସନ୍ଧ୍ୟାରେ ଉଜ୍ଜ୍ୱଳା ଦିଦିର ଟେଣ୍ଡର ଆହ୍ୱାନ ହୋଇଥିଲାବେଳେ ଜାନୁଆରୀ ୧୩ ତାରିଖ ରବିବାର ଛୁଟିଦିନ ଯୋଗୁ ଆବେଦନକାରୀ ଟେଣ୍ଡର ପକାଇବାର ସୁଯୋଗ ପାଇନଥିଲେ । ୧୪ ତାରିଖ ସୋମବାର ଦିନ ଟେଣ୍ଡର ପକାଇବା ଶେଷ ତାରିଖ ଧାର୍ଯ୍ୟ ଥିଲା। ଏଣୁ ବହୁ ସଂସ୍ଥା ଟେଣ୍ଡର ପକାଇ ପାରିନଥିଲେ। କିନ୍ତୁ ଜାନୁଆରୀ ୧୫ ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ ହଠାତ୍ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଟେଣ୍ଡର ଦିଆଯାଇଛି ବୋଲି ଆଇଓସିଏଲ୍ କର୍ତ୍ତୃପକ୍ଷ ଘୋଷଣା କଲେ। ହେଲେ ନିୟମ କହୁଛି ଯେକୌଣସି ଟେଣ୍ଡର ପାଇବାକୁ ହେଲେ ଆବେଦନକାରୀଙ୍କୁ ସର୍ବନିମ୍ନ ୧୫ ଦିନର ମହଲତ ଦେବା କଥା। ତେବେ ଆଇଓସିଏଲ୍ ଦୁଇଦିନରେ ଟେଣ୍ଡର ପ୍ରକ୍ରିୟା କିପରି ସାରିଦେଲେ, ତାହା ପୁଣି ଛୁଟି ଦିନରେ? ଉଜ୍ଜଳା ଦିଦି ଯୋଜନା ନାଁରେ ୩୦ କୋଟି ଟଙ୍କା ଚଳୁ କରିବାକୁ ଏହା ବିଧିବଦ୍ଧ ଷଡ଼ଯନ୍ତ୍ର ନୁହେଁ ତ ବୋଲି କଂଗ୍ରେସ ପ୍ରଶ୍ନ କରିବା ସହ ଏହି କେଳେଙ୍କାରୀ ପଛରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ହାତ ରହିଥିବା ଅଭିଯୋଗ କରିଛି।

ଏହି ସମସ୍ତ ଆର୍ଥିକ ଅନିୟମିତତାର ତଦନ୍ତ ସିବିଆଇ ଓ ଇଡି ଦ୍ୱାରା କରିବା ପାଇଁ ଛାତ୍ର କଂଗ୍ରେସ ଦାବି କରିବା ସହ ୨୪ଘଣ୍ଟା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ପେଟ୍ରୋ କମ୍ପାନୀଗୁଡ଼ିକ ସ୍ପଷ୍ଟୀକରଣ ଦେବାକୁ ଦାବି କରିଛି। ନଚେତ୍ ୩ଦିନ ମଧ୍ୟରେ ରାଜ୍ୟର ସମସ୍ତ ପେଟ୍ରୋ କମ୍ପାନୀ କାର୍ଯ୍ୟାଳୟ ଘେରାଉ କରାଯିବ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ରାଜ୍ୟର ସବୁଠାରେ କଳାପତାକା ପ୍ରଦର୍ଶନ କରିବା ସହିତ ଅଣ୍ଡାମାଡ଼ କରାଯିବ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଦିତ୍ୟ ପ୍ରିତମ୍ ଦାସ, ସୌମ୍ୟ ପ୍ରକାଶ ମିଶ୍ର, ମହମ୍ମଦ ଉମର ଆଲାମ୍, ଅକ୍ଷୟ କୁମାର ମଲ୍ଲ, ବିପ୍ଳବ ପରିଡ଼ା ଓ ଅଖିଳେଶ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story