କେନ୍ଦ୍ରୀୟ ଟିକସରୁ ଓଡ଼ିଶା ପାଇବ ଅଧିକ ୩୨୮୧କୋଟି ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୨-୨୩ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଆଗତ ହେବା ପରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ଭାବେ କୌଣସି ଆଖିଦୃଶିଆ ଘୋଷଣା ହୋଇନଥିଲେ ମଧ୍ୟ କେନ୍ଦ୍ରୀୟ ଟିକସରୁ ଅଧିକ ୩୨୮୧.୨୧କୋଟି ଟଙ୍କା ମିଳିବ ବୋଲି ବଜେଟ୍ ଦସ୍ତାବିଜରୁ ଜଣାପଡ଼ିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ବଜେଟ୍ ଦସ୍ତାବିଜ ଅନୁସାରେ ପଂଚଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ କେନ୍ଦ୍ରୀୟ ଟିକସର ମୋଟ ୪୧ ପ୍ରତିଶତ ରାଜ୍ୟଗୁଡ଼ିକ ପାଇଁ ଆବଣ୍ଟିତ ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ […]

Finance

Finance

Ordigital Desk
  • Published: Tuesday, 01 February 2022
  • Updated: 01 February 2022, 09:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୨-୨୩ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଆଗତ ହେବା ପରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ଭାବେ କୌଣସି ଆଖିଦୃଶିଆ ଘୋଷଣା ହୋଇନଥିଲେ ମଧ୍ୟ କେନ୍ଦ୍ରୀୟ ଟିକସରୁ ଅଧିକ ୩୨୮୧.୨୧କୋଟି ଟଙ୍କା ମିଳିବ ବୋଲି ବଜେଟ୍ ଦସ୍ତାବିଜରୁ ଜଣାପଡ଼ିଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ବଜେଟ୍ ଦସ୍ତାବିଜ ଅନୁସାରେ ପଂଚଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ କେନ୍ଦ୍ରୀୟ ଟିକସର ମୋଟ ୪୧ ପ୍ରତିଶତ ରାଜ୍ୟଗୁଡ଼ିକ ପାଇଁ ଆବଣ୍ଟିତ ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାକୁ ମୋଟ ୩୬୯୭୭ କୋଟି ୮୮ଲକ୍ଷ ଟଙ୍କାର ଟିକସ କେନ୍ଦ୍ର ସରକାରଙ୍କଠୁ ମିଳିବ ବୋଲି ଆକଳନ କରାଯାଇଛି । ଟିକସରେ ଓଡ଼ିଶାର ଭାଗ ୪.୫୨୮ ପ୍ରତିଶତ ରହିଛି । ତେବେ ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଟିକସ ବାବଦରେ ଓଡ଼ିଶାକୁ ୩୩୬୯୬.୬୭କୋଟି ଟଙ୍କା ମିଳିଛି। ଯାହାକି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମିଳିବାକୁ ଥିବା ଟିକସର ପରିମାଣ ତୁଳନାରେ ୩୨୮୧କୋଟି ଟଙ୍କା କମ୍ ।

ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାକୁ କେନ୍ଦ୍ରୀୟ ଟିକସରୁ ୨୮୫୦୭.୨୮କୋଟି ଟଙ୍କା ମିଳିଥିଲା । ଅବଶ୍ୟ ସେହିବର୍ଷ ଓଡ଼ିଶାକୁ କେନ୍ଦ୍ରୀୟ ଟିକସରେ ୪.୬୨୯ ପ୍ରତିଶତ ହାରରେ ଭାଗ ମିଳୁଥିଲା । ଯାହାକି ୨୦୨୧-୨୨ ଆର୍ଥିକ ବର୍ଷରେ ୪.୫୨୮%କୁ ହ୍ରାସ ପାଇଥିଲା ଓ ୨୦୨୨-୨୩ ଆର୍ଥିକ ବର୍ଷରେ ମଧ୍ୟ ଏହି ହାରରେ କେନ୍ଦ୍ର ସରକାରଙ୍କଠୁ ଟିକସରେ ଭାଗ ମିଳିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଏହା ବାଦ୍ ଓଡ଼ିଶାକୁ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଅର୍ଥ ଓ ପଂଚଦଶ ଅର୍ଥ କମିଶନଙ୍କ ଅନୁଦାନ ରାଶି ମଧ୍ୟ ମିଳିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story