ଓଡ଼ିଶା ରାଜ୍ୟପାଳଙ୍କୁ ଭେଟିଲେ ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ରାଜଭବନରେ ଓଡ଼ିଶା ରାଜ୍ୟପାଳ ଏସି.ସି ଜମୀରଙ୍କୁ ଭେଟିଛନ୍ତି ଝାଡଖଣ୍ଡ ରାଜ୍ୟପାଳ  ଦ୍ରୌପଦୀ ମୁର୍ମୁ। ସୋମବାର ଦିନ ମଧ୍ୟାହ୍ନରେ ଶ୍ରୀମତୀ  ମୁର୍ମୁ ରାଜ୍ୟପାଳକୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲିଠାରୁ ଓଡ଼ିଶା ଗସ୍ତରେ ଆସିଛନ୍ତି ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ । ରବିବାରଦିନ ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ରାଜଭବନକୁ ଯାଇଥିଲେ। ଏହି ଅବସରରେ ରାଜ ଭବନରେ ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ତାଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ପରେ ଦ୍ରୌପଦୀ କଟକ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ […]

dm

dm

Rakesh Mallick
  • Published: Sunday, 14 June 2015
  • Updated: 15 June 2015, 09:00 AM IST

ଭୁବନେଶ୍ୱର: ରାଜଭବନରେ ଓଡ଼ିଶା ରାଜ୍ୟପାଳ ଏସି.ସି ଜମୀରଙ୍କୁ ଭେଟିଛନ୍ତି ଝାଡଖଣ୍ଡ ରାଜ୍ୟପାଳ  ଦ୍ରୌପଦୀ ମୁର୍ମୁ। ସୋମବାର ଦିନ ମଧ୍ୟାହ୍ନରେ ଶ୍ରୀମତୀ  ମୁର୍ମୁ ରାଜ୍ୟପାଳକୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତକାଲିଠାରୁ ଓଡ଼ିଶା ଗସ୍ତରେ ଆସିଛନ୍ତି ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ । ରବିବାରଦିନ ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ରାଜଭବନକୁ ଯାଇଥିଲେ। ଏହି ଅବସରରେ ରାଜ ଭବନରେ ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ତାଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ପରେ ଦ୍ରୌପଦୀ କଟକ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos