ଆଇଓସିଏଲ୍ ପାଇପ୍ ଲାଇନରୁ ପୁଣି ତେଲ ଲିକ୍

<p>ପାରାଦୀପ: ଆଇଓସିଏଲ୍ ପାଇପ୍ ଲାଇନରୁ ପୁଣି ତେଲ ଲିକ୍ ହୋଇଛି। ପାରାଦୀପ ନେହେରୁବଙ୍ଗଳା ରାସ୍ତା କଡ଼ରେ ଯାଇଥିବା ତୈଳ ପାଇପ ଲାଇନରୁ ଅଶୋଧିତ ତେଲ ଲିକ୍ ହୋଇଛି। ଲଗାଣ ବର୍ଷା ଯୋଗୁଁ ଶହ ଶହ ଲିଟର ତେଲ ନିକଟସ୍ଥ କାଉଡ଼ିଆ ନଦୀ ଜଳରେ ମିଶିବା ସହ ହେନ୍ତାଳ ବଣକୁ ମଧ୍ୟ ନଷ୍ଟ କରି ଦେଇଛି।</p> <p>ପୂର୍ବରୁ ଅନେକ ଥର ଏହି ଜାଗାରେ ଦୁର୍ବୃତ୍ତମାନେ ତେଲ ପାଇପ କଣା କରି ଡିଜେଲ, କିରୋସିନ ଓ ପେଟ୍ରୋଲ ଚୋରି କରି ନେଇଥିବା ଅଭିଯୋଗ ହୋଇଛି।</p>

Ordigital Desk
  • Published: Sunday, 19 November 2017
  • Updated: 19 November 2017, 08:29 AM IST

Sports

Latest News

<p>ପାରାଦୀପ: ଆଇଓସିଏଲ୍ ପାଇପ୍ ଲାଇନରୁ ପୁଣି ତେଲ ଲିକ୍ ହୋଇଛି। ପାରାଦୀପ ନେହେରୁବଙ୍ଗଳା ରାସ୍ତା କଡ଼ରେ ଯାଇଥିବା ତୈଳ ପାଇପ ଲାଇନରୁ ଅଶୋଧିତ ତେଲ ଲିକ୍ ହୋଇଛି। ଲଗାଣ ବର୍ଷା ଯୋଗୁଁ ଶହ ଶହ ଲିଟର ତେଲ ନିକଟସ୍ଥ କାଉଡ଼ିଆ ନଦୀ ଜଳରେ ମିଶିବା ସହ ହେନ୍ତାଳ ବଣକୁ ମଧ୍ୟ ନଷ୍ଟ କରି ଦେଇଛି।</p><p>ପୂର୍ବରୁ ଅନେକ ଥର ଏହି ଜାଗାରେ ଦୁର୍ବୃତ୍ତମାନେ ତେଲ ପାଇପ କଣା କରି ଡିଜେଲ, କିରୋସିନ ଓ ପେଟ୍ରୋଲ ଚୋରି କରି ନେଇଥିବା ଅଭିଯୋଗ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos