ଆସନ୍ତା ୯ରୁ OJEE ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କରୋନା ମହାମାରୀ ଯୋଗୁ ୫ ମାସରୁ ଊର୍ଦ୍ଧ୍ୱ ହେବ ବନ୍ଦ ରହିଛି ସ୍କୁଲ, କଲେଜ। ପାଠପଢ଼ା ମଧ୍ୟ ଠପ୍‌ ହୋଇଯାଇଛି। ଏପରି ସ୍ଥିତିରେ ଆସନ୍ତା ମାସ ଅନୁଷ୍ଠିତ ହେବ OJEE ପରୀକ୍ଷା। ସେପ୍ଟେମ୍ବର ୯ରୁ ୧୫ ତାରିଖ ଯାଏ ହେବ  ଅନୁଷ୍ଠିତ ହେବ ଏହି ପରୀକ୍ଷା। ପ୍ରଥମ ଥର ପାଇଁ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି)  ଅନୁଷ୍ଠିତ ହେବ ।  ଏନେଇ ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶାଳୟ ପକ୍ଷରୁ ୧୬ଟି ଜିଲ୍ଲାର ସରକାରୀ ପଲିଟେକନିକ […]

images-(1)

Niharika Rout
  • Published: Tuesday, 11 August 2020
  • , Updated: 11 August 2020, 12:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କରୋନା ମହାମାରୀ ଯୋଗୁ ୫ ମାସରୁ ଊର୍ଦ୍ଧ୍ୱ ହେବ ବନ୍ଦ ରହିଛି ସ୍କୁଲ, କଲେଜ। ପାଠପଢ଼ା ମଧ୍ୟ ଠପ୍‌ ହୋଇଯାଇଛି। ଏପରି ସ୍ଥିତିରେ ଆସନ୍ତା ମାସ ଅନୁଷ୍ଠିତ ହେବ OJEE ପରୀକ୍ଷା। ସେପ୍ଟେମ୍ବର ୯ରୁ ୧୫ ତାରିଖ ଯାଏ ହେବ  ଅନୁଷ୍ଠିତ ହେବ ଏହି ପରୀକ୍ଷା।

ପ୍ରଥମ ଥର ପାଇଁ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି)  ଅନୁଷ୍ଠିତ ହେବ ।  ଏନେଇ ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶାଳୟ ପକ୍ଷରୁ ୧୬ଟି ଜିଲ୍ଲାର ସରକାରୀ ପଲିଟେକନିକ ଓ ITI କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି। OJEE, TCS ଅଧିକାରୀ ବିଭିନ୍ନ କଲେଜ ବୁଲି ପରୀକ୍ଷା କେନ୍ଦ୍ର ଚୟନ କରିବେ। ପରିଦର୍ଶନ ସମୟରେ ସହଯୋଗ କରିବାକୁ ଅଧ୍ୟକ୍ଷମାନଙ୍କୁ ଅନୁରୋଧ କରାଯାଇଛି।

Related story