ସେବା ଯୋଗାଇପାରିବେ ଓଲା ଓ ଉବେର, ରହିଛି ଏହି ସର୍ତ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ ବେଳେ ଟ୍ୟାକ୍ସି ସେବା ଯୋଗାଇ ପାରିବେ ଓଲା ଓ ଉବେର ସଂସ୍ଥା। ତେବେ ଏମାନେ କେବଳ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ନେବା ଆଣିବା କରିପାରିବେ। କଟକ, ଭୁବନେଶ୍ୱର ଓ ରାଉରକେଲାର କିଛି ଅନୁମତିପ୍ରାପ୍ତ ହସ୍ପିଟାଲକୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ନେବା ଆଣିବା କରିପାରିବେ। ଗାଡ଼ିର ଡ୍ରାଇଭର ଯାତ୍ରୀଙ୍କ ଫଟୋ ଓ ପରିଚୟପତ୍ର ମଧ୍ୟ ଅପଲୋଡ୍ କରିବେ। ଏହି ନିୟମର ଉଲ୍ଲଂଘନ ହେଉଛି କି ନାହିଁ, ତାହା ଭୁବନେଶ୍ୱର ଆରଟିଓ ଓ୍ୱାନ […]

ola

ola

Manoranjan Sial
  • Published: Friday, 17 April 2020
  • Updated: 17 April 2020, 10:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ ବେଳେ ଟ୍ୟାକ୍ସି ସେବା ଯୋଗାଇ ପାରିବେ ଓଲା ଓ ଉବେର ସଂସ୍ଥା। ତେବେ ଏମାନେ କେବଳ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ନେବା ଆଣିବା କରିପାରିବେ। କଟକ, ଭୁବନେଶ୍ୱର ଓ ରାଉରକେଲାର କିଛି ଅନୁମତିପ୍ରାପ୍ତ ହସ୍ପିଟାଲକୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ନେବା ଆଣିବା କରିପାରିବେ।

ଗାଡ଼ିର ଡ୍ରାଇଭର ଯାତ୍ରୀଙ୍କ ଫଟୋ ଓ ପରିଚୟପତ୍ର ମଧ୍ୟ ଅପଲୋଡ୍ କରିବେ। ଏହି ନିୟମର ଉଲ୍ଲଂଘନ ହେଉଛି କି ନାହିଁ, ତାହା ଭୁବନେଶ୍ୱର ଆରଟିଓ ଓ୍ୱାନ ଠାରେ ଥିବା କଣ୍ଟ୍ରୋଲ ରୁମ୍ ତଦାରଖ କରିବ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟ୍ୱିଟ୍ ଯୋଗେ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story