ଓଡ଼ିଶାରେ ସକ୍ରିୟ ଅଛି ଓମିକ୍ରନ୍‌ ଓ ଡେଲଟା, କରୋନାରେ ଆଉ ୧୫ ମୃତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ହଜାର ତଳକୁ ଖସିଥିଲେ ମଧ୍ୟ ଆଜି ଆଉ ୧୫ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ରାଜ୍ୟରେ ଓମିକ୍ରନ ଓ ଡେଲଟା ଭାରିଏଣ୍ଟ ସକ୍ରିୟ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ନୂଆ ଭାରିଏଣ୍ଟ ‘ନିଓକୋଭ’ କେବଳ ପକ୍ଷୀଙ୍କଠାରେ ଦେଖିବାକୁ ମିଳିଛି ଓ ଏପର୍ଯ୍ୟନ୍ତ ମଣିଷକୁ ସଂକ୍ରମିତ କରିବାର କୌଣସି ତଥ୍ୟ ନଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି। ରାଜ୍ୟ ସ୍ୱାସ୍ଥ୍ୟ […]

omicron

omicron

Ordigital Desk
  • Published: Saturday, 29 January 2022
  • Updated: 29 January 2022, 10:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ହଜାର ତଳକୁ ଖସିଥିଲେ ମଧ୍ୟ ଆଜି ଆଉ ୧୫ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ରାଜ୍ୟରେ ଓମିକ୍ରନ ଓ ଡେଲଟା ଭାରିଏଣ୍ଟ ସକ୍ରିୟ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ନୂଆ ଭାରିଏଣ୍ଟ ‘ନିଓକୋଭ’ କେବଳ ପକ୍ଷୀଙ୍କଠାରେ ଦେଖିବାକୁ ମିଳିଛି ଓ ଏପର୍ଯ୍ୟନ୍ତ ମଣିଷକୁ ସଂକ୍ରମିତ କରିବାର କୌଣସି ତଥ୍ୟ ନଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି।

ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ, କିଛଦିନ ତଳେ ସାମ୍ପୁଲ ସର୍ଭେରୁ ୨୫ରୁ ୩୦ ପ୍ରତିଶତ ଡେଲଟା ଭାରିଏଣ୍ଟ ଓ ୬୦ ପ୍ରତିଶତ ଓମିକ୍ରନ ଭାରିଏଣ୍ଟ ଥିବା ଜଣାପଡ଼ିଛି। ଏବେବି ରାଜ୍ୟରେ ଓମିକ୍ରନ ଓ ଡେଲଟା ଭାରିଏଣ୍ଟ ସକ୍ରିୟ ରହିଛି। ଡେଲଟା ଭାରିଏଣ୍ଟ ଅଧିକ ଗୁରୁତର କରୁଥିବାରୁ ଏପର୍ଯ୍ୟନ୍ତ ବିପଦ ଟଳିନି । ତେଣୁ ସମସ୍ତେ ସତର୍କ ରହିବା ଉଚିତ୍ । ରାଜ୍ୟରେ ସ୍ଥିତିରେ ସୁଧାର ଆସୁଛି । ସବୁ ତଥ୍ୟ ବିଶ୍ଲେଷଣ ପରେ ଫେବୃୟାରୀରେ କଟକଣା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ତେବେ ନୂଆ ଭାରିଏଣ୍ଟ ‘ନିଓକୋଭ’ କେବଳ ପକ୍ଷୀଙ୍କଠାରେ ଦେଖିବାକୁ ମିଳୁଛି । ପକ୍ଷୀରୁ ମଣିଷକୁ ସଂକ୍ରମିତ କରିବା ନେଇ କୌଣସି ତଥ୍ୟ ନଥିବା ଶ୍ରୀ ମହାପାତ୍ର କହିଛନ୍ତି ।

ସେହିପରି ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନ୍ସ ନିର୍ଦ୍ଦେଶକ ଅଜୟ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଭାଇରସର ନୂଆ ମ୍ୟୁଟେସନ ଆସିଲେ ତାକୁ ଭାଇରସ୍ ଅଫ ଇନଟ୍ରେଷ୍ଟ କୁହାଯାଏ । ଭାଇରସ ମାରାତ୍ମକ ହେଲେ ତାକୁ ଭାଇରସ୍ ଅଫ କନର୍ସନ କୁହାଯାଏ । ଭାଇରସ୍ ଅଫ କନସର୍ନ ବର୍ଗରେ ଆଲଫା, ବିଟା, ଗାମା, ଡେଲଟା ଓ ଓମିକ୍ରନ ରହିଛି । ଏହି ଭୂତାଣୁ ପ୍ରତି ୩୦ ମିନିଟରେ ଷ୍ଟ୍ରେନ ପରିବର୍ତ୍ତନ କରିପାରିବ । ଏବେ ଭାରତରେ ମୁଖ୍ୟତଃ ୨ଟି ଷ୍ଟ୍ରେନ ଡେଲଟା ଓ ଓମିକ୍ରନ ଅଛି । ଡେଲଟା ତୁଳନାରେ ଓମିକ୍ରନ ଭୂତାଣୁ ଆମ ପାଇଁ ଭଲ । ଓମିକ୍ରନ ଭୂତାଣୁରେ ୩୩ଟି ମ୍ୟୁଟେସନ ହୋଇଛି । ଜିନମ ସିକ୍ୱେନ୍ସିଂ ଦ୍ୱାରା ଭୂତାଣୁର ପ୍ରଜାତି ଜଣାପଡ଼େ । ଓମିକ୍ରନ ଭୂତାଣୁ ଅଧିକ ସଂକ୍ରାମକ ମାତ୍ର କମ୍ ଗୁରୁତର କରୁଛି । ସଂକ୍ରମଣ ହେବାର ୪ରୁ ୫ଦିନ ପରେ ଶରୀରରେ ଲକ୍ଷଣ ଦେଖାଯାଏ । ତେଣୁ ଲକ୍ଷଣ ଦେଖାଯିବାର ୨ଦିନ ପରେ ଟେଷ୍ଟ କରାଇ ନେବା ଉଚିତ୍ । ଏହାପରେ ଶରୀରରେ ସଂକ୍ରମଣ ୬ରୁ ୭ ଦିନ ରହିଥାଏ । ଟିକା ନେଇଥିଲେ କିମ୍ବା ଆଣ୍ଟିବଡ଼ି ଥିଲେ ବି କରୋନା ପଜେଟିଭ୍ ହେବେ । ଡିସେମ୍ବର ପ୍ରଥମ ସପ୍ତାହରେ ୨ ପ୍ରତିଶତ ଓମିକ୍ରନ ଭାରିଏଣ୍ଟ ଥିଲା । ଏବେ ଓଡ଼ିଶାରେ ୬୦ ପ୍ରତିଶତ ଓମିକ୍ରନ ଭାରିଏଣ୍ଟ ଥିଲାବେଳେ ଦିଲ୍ଲୀରେ ୯୮ ପ୍ରତିଶତ ଓମିକ୍ରନ ଭାରିଏଣ୍ଟ ଅଛି । ୨୦୨୧ ଜାନୁୟାରୀରେ ୧୨ ପ୍ରତିଶତ ଡେଲଟା ଭାରିଏଣ୍ଟ ଥିବାବେଳେ ଅକ୍ଟୋବରରେ ୯୮ ପ୍ରତିଶତ ଡେଲଟା ଭାରିଏଣ୍ଟ ଚିହ୍ନଟ ହୋଇଥିଲା ।

ଅନ୍ୟପକ୍ଷରେ ରାଜ୍ୟରେ ଆଜି ୧୫ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରୁ ୩ଜଣ ଲେଖାଏଁଙ୍କ ସମେତ ପୁରୀ,କଟକ, କେନ୍ଦ୍ରାପଡ଼ା, ଅନୁଗୁଳ,ବରଗଡ଼, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଁଏ ପ୍ରାଣ ହରାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story