ସାଧାରଣ ଲୋକଙ୍କୁ ରାଉରକେଲା ମହାନଗର ନିଗମ ଅଫିସ ମନା

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ମହାନଗର ନିଗମ ଅଫିସକୁ ସାଧାରଣ ଲୋକ ଯିବାକୁ ମନା କରାଯାଇଛି। ଅଫିସରେ ୪ ଜଣ ଇଞ୍ଜିନିୟରଙ୍କ ସହ କିଛି କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। RMC କମିଶନର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଉରକେଲା ମହାନଗର ନିଗମ ଅଫିସରେ ୪ ଜଣ ଇଞ୍ଜିନିୟରଙ୍କ ସହ କିଛି କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିପାଇଁ ୩୧ ଅଗଷ୍ଟ ଯାଏ ଅଫିସ୍ ଭିତରକୁ ସାଧାରଣ ଲୋକ […]

yyyyyyyyyyyyyy

Tapaswini Nayak
  • Published: Wednesday, 05 August 2020
  • , Updated: 05 August 2020, 03:37 PM IST

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ମହାନଗର ନିଗମ ଅଫିସକୁ ସାଧାରଣ ଲୋକ ଯିବାକୁ ମନା କରାଯାଇଛି। ଅଫିସରେ ୪ ଜଣ ଇଞ୍ଜିନିୟରଙ୍କ ସହ କିଛି କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। RMC କମିଶନର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ରାଉରକେଲା ମହାନଗର ନିଗମ ଅଫିସରେ ୪ ଜଣ ଇଞ୍ଜିନିୟରଙ୍କ ସହ କିଛି କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିପାଇଁ ୩୧ ଅଗଷ୍ଟ ଯାଏ ଅଫିସ୍ ଭିତରକୁ ସାଧାରଣ ଲୋକ ଯିବାକୁ ମନା କରାଯାଇଛି।

Related story