ରେଳବାଇରେ ଚାକିରି ନାଁରେ ଠକେଇ ଅଭିଯୋଗ: ଜଣେ ଗିରଫ

<p>ଭୁବନେଶ୍ୱର: ରେଳ ବିଭାଗରେ ଚାକିରି ନାଁରେ ଠକେଇ ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କିରଛି।&nbsp; ତାଙ୍କ ନାଁ ସରୋଜ କୁମାର ନାୟକ। ଗତକାଲି ଏସ୍ଆଇ ପି.କେ.ହାତୀ ଓ ଏସ୍.ଆର୍ ସାମନ୍ତ ତାଙ୍କୁ ବାଲେଶ୍ୱରରୁ ଗିରଫ କରି ଚନ୍ଦ୍ରଶେଖରପୁର ପୋଲିସକୁ ହସ୍ତାନ୍ତର କରିଛନ୍ତି।</p> <p>ଅଭିଯୋଗ ଅନୁସାରେ ଭଦ୍ରକ ଜିଲ୍ଲା ରାଣିତାଲ ଅଞ୍ଚଳର ସୁପ୍ରଭା ବେହେରା ନାମଙ୍କ ଜଣେ ଯୁବତୀ ରେଳବାଇର ବିଭାଗର ଗ୍ରୁପ ସି ବିଭାଗରେ ଚାକିରି ଆଶାରେ ସରୋଜଙ୍କୁ ୭୦ହଜାର ଟଙ୍କା ଦେଇଥିଲେ। ହେଲେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ସୁପ୍ରଭା ଚାକିରି ନ ପାଇବାରୁ ପୋଲିସର ସାହାଯ୍ୟ ନେଇଥିଲେ।</p>

Ordigital Desk
  • Published: Sunday, 26 November 2017
  • Updated: 26 November 2017, 09:10 AM IST

Sports

Latest News

<p>ଭୁବନେଶ୍ୱର: ରେଳ ବିଭାଗରେ ଚାକିରି ନାଁରେ ଠକେଇ ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କିରଛି।&nbsp; ତାଙ୍କ ନାଁ ସରୋଜ କୁମାର ନାୟକ। ଗତକାଲି ଏସ୍ଆଇ ପି.କେ.ହାତୀ ଓ ଏସ୍.ଆର୍ ସାମନ୍ତ ତାଙ୍କୁ ବାଲେଶ୍ୱରରୁ ଗିରଫ କରି ଚନ୍ଦ୍ରଶେଖରପୁର ପୋଲିସକୁ ହସ୍ତାନ୍ତର କରିଛନ୍ତି।</p><p>ଅଭିଯୋଗ ଅନୁସାରେ ଭଦ୍ରକ ଜିଲ୍ଲା ରାଣିତାଲ ଅଞ୍ଚଳର ସୁପ୍ରଭା ବେହେରା ନାମଙ୍କ ଜଣେ ଯୁବତୀ ରେଳବାଇର ବିଭାଗର ଗ୍ରୁପ ସି ବିଭାଗରେ ଚାକିରି ଆଶାରେ ସରୋଜଙ୍କୁ ୭୦ହଜାର ଟଙ୍କା ଦେଇଥିଲେ। ହେଲେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ସୁପ୍ରଭା ଚାକିରି ନ ପାଇବାରୁ ପୋଲିସର ସାହାଯ୍ୟ ନେଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos