ଶୁଦ୍ଧିକ୍ରିୟା ଭୋଜି ଖାଇ ଜଣେ ମୃତ, ୧୭ ଅସୁସ୍ଥ

ନୀଳଗିରି(ବିଶ୍ୱମ୍ଭର ଦାସ): ଶୁଦ୍ଧିକ୍ରିୟା ଭୋଜି ଖାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ଜଣେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ କଟକ ବଡ଼ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଭୋଜିରେ ଖାଇଥିବା ଖାଦ୍ୟ ବିଷାକ୍ତ ହୋଇଥିବାରୁ ଏପରି ଘଟିଥିବା ଅନୁମାନ କରାଯାଉଛି। ଔପଦା ବ୍ଲକ ଦକ୍ଷିଣ ନରସିଂହପୁର ପଞ୍ଚାୟତ ବାଇଗଡ଼ିଆ ଗାଁରେ ଗତକାଲି ଜଣେ […]

jhadabanti

jhadabanti

Manoranjan Sial
  • Published: Sunday, 04 August 2019
  • Updated: 04 August 2019, 06:14 PM IST

ନୀଳଗିରି(ବିଶ୍ୱମ୍ଭର ଦାସ): ଶୁଦ୍ଧିକ୍ରିୟା ଭୋଜି ଖାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ଜଣେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ କଟକ ବଡ଼ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଭୋଜିରେ ଖାଇଥିବା ଖାଦ୍ୟ ବିଷାକ୍ତ ହୋଇଥିବାରୁ ଏପରି ଘଟିଥିବା ଅନୁମାନ କରାଯାଉଛି।

ଔପଦା ବ୍ଲକ ଦକ୍ଷିଣ ନରସିଂହପୁର ପଞ୍ଚାୟତ ବାଇଗଡ଼ିଆ ଗାଁରେ ଗତକାଲି ଜଣେ ମୃତବ୍ୟକ୍ତିଙ୍କର ଶୁଦ୍ଧିକ୍ରିୟା ଭୋଜିଥିଲା। ଏହି ଭୋଜି ଖାଇ ଉକ୍ତ ଗାଁର ୧୭ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ନୀଳଗିରି ଓ ଖନ୍ତାପଡ଼ା ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତେବେ କଟି ସିଂ ନାମକ ଜଣେ ବ୍ୟକ୍ତିଙ୍କ ସମେତ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥରେ କଟିଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ମଧ୍ୟ ଅନେକ ନୀଳଗିରି, ଔପଦା ଓ ଖନ୍ତାପଡ଼ା ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଈଶ୍ୱରପୁର ମେଡିକାଲ୍‌ରୁ ଏକ ଟିମ୍‌ ଉକ୍ତ ଗାଁକୁ ଯାଇ ଲୋକଙ୍କୁ ସଚେତନ କରୁଛି ଏବଂ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କୁ ମେଡିକାଲ୍‌ ନେଇ ଯିବାକୁ ପରାମର୍ଶ ଦେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story