ଖୁସି ଆଣିଲା ମୃତ୍ୟୁ ! ଟ୍ରାକ୍ଟରରେ ବୁଲୁଥିଲା ବେଳେ ପୋଖରୀକୁ ଓଲଟିପଡ଼ିଲା

ପାଳଲହଡା(ଓଡ଼ିଶା ରିପୋର୍ଟର): ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଥାନା ବଡ଼ଗୁଣ୍ଡ ଗାଁରେ ଅଭାବନୀୟ ଘଟଣା। ଗାଁ ଭିତରେ ଚାରି ଜଣ ନାବାଳକ ଖୁସିରେ ଟ୍ରାକ୍ଟରରେ ବସି ବୁଲିବା ବେଳେ ପୋଖରି ହୁଡ଼ାରୁ ଓଲଟିଲା ଟ୍ରାକ୍ଟର। ଟ୍ରାକ୍ଟରରେ ମାଡ ହୋଇ ଘଟଣା ସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ତିନି ନାବାଳକ ଗୁରୁତର ହୋଇଛନ୍ତି। ମୃତ ନାବାଳକ ହେଲେ ବଡଗୁଣ୍ଡ ଗାଁର ସୁବାସ ହେମ୍ବ୍ରମ। ଗୁରୁତରମାନେ ହେଲେ ଦୀପକ ସାମାଡ଼ ,ଦେବେନ ବୈପାଇ ଓ […]

6nm

6nm

Tapas Behera
  • Published: Sunday, 22 March 2020
  • Updated: 22 March 2020, 09:46 PM IST

Sports

Latest News

ପାଳଲହଡା(ଓଡ଼ିଶା ରିପୋର୍ଟର): ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଥାନା ବଡ଼ଗୁଣ୍ଡ ଗାଁରେ ଅଭାବନୀୟ ଘଟଣା। ଗାଁ ଭିତରେ ଚାରି ଜଣ ନାବାଳକ ଖୁସିରେ ଟ୍ରାକ୍ଟରରେ ବସି ବୁଲିବା ବେଳେ ପୋଖରି ହୁଡ଼ାରୁ ଓଲଟିଲା ଟ୍ରାକ୍ଟର। ଟ୍ରାକ୍ଟରରେ ମାଡ ହୋଇ ଘଟଣା ସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ତିନି ନାବାଳକ ଗୁରୁତର ହୋଇଛନ୍ତି। ମୃତ ନାବାଳକ ହେଲେ ବଡଗୁଣ୍ଡ ଗାଁର ସୁବାସ ହେମ୍ବ୍ରମ। ଗୁରୁତରମାନେ ହେଲେ ଦୀପକ ସାମାଡ଼ ,ଦେବେନ ବୈପାଇ ଓ ଆକାଶ ହେମ୍ବ୍ରମ। ସମସ୍ତ ଗୁରୁତର ମାନଙ୍କ ବୟସ ନଅ ରୁ ଏଗାର ମଧ୍ୟରେ ବୋଲି ଜଣା ପଡ଼ିଛି।

ଆଜି ରବିବାର ସନ୍ଧ୍ୟାରେ ରଜଡଙ୍ଗ ପଂଚାୟତ ନିକଟସ୍ଥ ବଡଗୁଣ୍ଡ ଗାଁରେ ଏକ ଟ୍ରାକ୍ଟରରେ ଡ୍ରାଇଭର ସମେତ ୪ ଜଣ ନାବାଳକ ବସି ଗାଁ ଭିତରେ ଖୁସିରେ ବୁଲୁଥିଲେ। ପୋଖରୀ ହୁଡା ଦେଇ ଗଲାବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡ଼ିଥିଲା।  ଟ୍ରାକ୍ଟରରେ ବସିଥିବା ଚାରି ନାବାଳକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଅଛନ୍ତି।

ସମସ୍ତ ଗୁରୁତରମାନଙ୍କ ଗୋଡ, ହାତ ଭାଙ୍ଗିଥିବା ଅନୁମାନ କରା ଯାଉଛି। ଗୁରୁତର ମାନଙ୍କୁ ପ୍ରଥମେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯିବା ପରେ ଅନୁଗୁଳ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖମାର ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଫେରାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story