ଟ୍ରକ୍‌କୁ ପଛରୁ ପିଟିଲା ୧୦୮ ଆମ୍ବୁଲାନ୍ସ

ବାଲେଶ୍ୱର (ରଶ୍ମୀ ରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ନିକଟରେ ଆଜି ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ରକ୍ ପଛରେ ଆମ୍ବୁଲାନ୍ସଟି ପିଟି ହୋଇଥିଲା। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାଁ ଶାନ୍ତିଲତା ମିତ। ଆହତମାନେ ହେଲେ- ଡ୍ରାଇଭର ଶଶିକାନ୍ତ ମହାନ୍ତ, ହେଲପର୍‌ ବିଶ୍ୱଜିତ୍ ମିଶ୍ର, ଫାର୍ମାସିଷ୍ଟ ରାଜୀବ ଲୋଚନ ମହାନ୍ତି, ରୋଗୀ ରାଜେଶ ମିତ, ରୋଗୀଙ୍କ […]

Accident

Accident

Jitendra Garnayak
  • Published: Friday, 14 December 2018
  • Updated: 14 December 2018, 03:00 PM IST

Sports

Latest News

ବାଲେଶ୍ୱର (ରଶ୍ମୀ ରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ନିକଟରେ ଆଜି ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ରକ୍ ପଛରେ ଆମ୍ବୁଲାନ୍ସଟି ପିଟି ହୋଇଥିଲା। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାଁ ଶାନ୍ତିଲତା ମିତ।

ଆହତମାନେ ହେଲେ- ଡ୍ରାଇଭର ଶଶିକାନ୍ତ ମହାନ୍ତ, ହେଲପର୍‌ ବିଶ୍ୱଜିତ୍ ମିଶ୍ର, ଫାର୍ମାସିଷ୍ଟ ରାଜୀବ ଲୋଚନ ମହାନ୍ତି, ରୋଗୀ ରାଜେଶ ମିତ, ରୋଗୀଙ୍କ ସମ୍ପର୍କୀୟ ଶଶିକାନ୍ତ ଚକ୍ରବର୍ତ୍ତୀ ଓ ଶଶିକାନ୍ତଙ୍କ ପତ୍ନୀ ସୁନୀତା ମିତ।

ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଆମ୍ବୁଲାନ୍ସଟି ବାଲିଆପାଳ ହାସିମପୁରରୁ ହୃଦ୍‌ରୋଗୀ ରାଜେଶ ମିତଙ୍କୁ ନେଇ ବାଲେଶ୍ୱର ଆସୁଥିବା ବେଳେ ସକାଳ ପ୍ରାୟ ୬ଟା ୧୫ ବେଳେ ହଳଦୀପଦା ନିକଟରେ ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା।

ସେହିପରି ମୟୁରଭଞ୍ଜ ଜିଲ୍ଲା ଉଦଳା-ବାରିପଦା ରାସ୍ତାର ପଥରା ଛକରେ ଏକ ଆମ୍ବୁଲାନ୍ସ ଓଲଟି ପଡ଼ିବାରୁ ଜଣେ ଫାର୍ମାସିଷ୍ଟ୍ ଆହତ ହୋଇଛନ୍ତି। ଆମ୍ବୁଲାନ୍ସଟି ରୋଗୀ ନେବାକୁ ଖୁଣ୍ଟାରୁ ଉଦଳା ଯାଉଥିବା ବେଳେ ଏ ଦୁର୍ଘଟଣା ଘଟିଥିଲା।

https://youtu.be/cJq0m2illNc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story