ସମୁଦ୍ରରେ ବୁଡ଼ି କାଉଡ଼ିଆ ମୃତ

ପୁରୀ: ସମୁଦ୍ରରେ ବୁଡ଼ି ଜଣେ କାଉଡ଼ିଆ ମୃତ। ପୁରୀ ସମୁଦ୍ରରେ ଆଜି ସକାଳେ ଜଣେ କାଉଡ଼ିଆ ଗାଧୋଇବା ବେଳେ ସମୁଦ୍ରରେ ଭାସି ଯାଇଥିଲେ। ପରେ ସମୁଦ୍ର ଭିତରୁ ଲାଇଫଗାର୍ଡମାନେ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ କାଉଡ଼ିଆ ହେଲେ ଯାଜପୁର ଜିଲ୍ଲା ପନ୍ଦୁଆର ସଞ୍ଜୀବ ଦଳେଇ। ସେ ଓ ତାଙ୍କ ସାଙ୍ଗମାନେ ଚନ୍ଦନପୁର ଭାର୍ଗବୀ ନଦୀରୁ ପାଣି ଆଣି ପୁରୀକୁ […]

death

Rakesh Mallick
  • Published: Sunday, 30 July 2017
  • , Updated: 30 July 2017, 11:09 AM IST

ପୁରୀ: ସମୁଦ୍ରରେ ବୁଡ଼ି ଜଣେ କାଉଡ଼ିଆ ମୃତ। ପୁରୀ ସମୁଦ୍ରରେ ଆଜି ସକାଳେ ଜଣେ କାଉଡ଼ିଆ ଗାଧୋଇବା ବେଳେ ସମୁଦ୍ରରେ ଭାସି ଯାଇଥିଲେ। ପରେ ସମୁଦ୍ର ଭିତରୁ ଲାଇଫଗାର୍ଡମାନେ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ କାଉଡ଼ିଆ ହେଲେ ଯାଜପୁର ଜିଲ୍ଲା ପନ୍ଦୁଆର ସଞ୍ଜୀବ ଦଳେଇ। ସେ ଓ ତାଙ୍କ ସାଙ୍ଗମାନେ ଚନ୍ଦନପୁର ଭାର୍ଗବୀ ନଦୀରୁ ପାଣି ଆଣି ପୁରୀକୁ ଆସିଥିଲେ।

Related story