ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

<p>କଟକ: କଟକ ମହାନଦୀ ପଠାରେ ପୋଲିସ୍&zwnj; ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ତପନ ନାୟକ ଓରଫ ତପୁ ଆହତ ହୋଇଛି। ତା&rsquo; ବାମ ପଟ ଜଂଘରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତି ଏହି ଏନକାଉଣ୍ଟର ହୋଇଛି।</p> <p>ଗତକାଲି ମାଲଗୋଦାମ ଥାନା ଅଞ୍ଚଳରେ ତପନ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ମାଲଗୋଦାମ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତାକୁ ଧରିବାକୁ ଚେଷ୍ଟା କରିଥିଲେ। ତପନ ପୋଲିସ୍&zwnj; ଉପରକୁ ଗୁଳି ଚଳାଇଥିଲା। ପୋଲିସ୍&zwnj; ପାଲଟା ଗୁଳି ଚାଳନା କରିଥିଲା। ତପନ ବାମ ଜଂଘରେ ଗୁଳି ବାଜିଥିଲା।</p>

Ordigital Desk
  • Published: Saturday, 09 December 2017
  • Updated: 09 December 2017, 08:55 AM IST
<p>କଟକ: କଟକ ମହାନଦୀ ପଠାରେ ପୋଲିସ୍&zwnj; ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ତପନ ନାୟକ ଓରଫ ତପୁ ଆହତ ହୋଇଛି। ତା&rsquo; ବାମ ପଟ ଜଂଘରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତି ଏହି ଏନକାଉଣ୍ଟର ହୋଇଛି।</p><p>ଗତକାଲି ମାଲଗୋଦାମ ଥାନା ଅଞ୍ଚଳରେ ତପନ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ମାଲଗୋଦାମ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତାକୁ ଧରିବାକୁ ଚେଷ୍ଟା କରିଥିଲେ। ତପନ ପୋଲିସ୍&zwnj; ଉପରକୁ ଗୁଳି ଚଳାଇଥିଲା। ପୋଲିସ୍&zwnj; ପାଲଟା ଗୁଳି ଚାଳନା କରିଥିଲା। ତପନ ବାମ ଜଂଘରେ ଗୁଳି ବାଜିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos