ରାସ୍ତାକଡ଼ରେ କଥା ହେଉଥିଲେ ୪ ସାଙ୍ଗ, ମାଡ଼ି ଆସିଲା ଟ୍ରକ୍

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବିଡ଼ିଘାଟ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ୪ ସାଙ୍ଗ କଥା ହେଉଥିବା ବେଳେ ୨ସାଙ୍ଗଙ୍କ ଉପରେ ଟ୍ରକ୍‌ ମାଡ଼ିଗଲା ଟ୍ରକ୍। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣଙ୍କର କିଛି ହୋଇନାହିଁ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସାଗରପଡାର ହିଂମାଶୁ ସେଠ୍। ସେ ବଲାଙ୍ଗିର ଭୀମଭୋଇ ମେଡିକାଲ […]

Bolagir

Bolagir

Tapaswini Nayak
  • Published: Friday, 22 April 2022
  • Updated: 22 April 2022, 11:31 AM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବିଡ଼ିଘାଟ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ୪ ସାଙ୍ଗ କଥା ହେଉଥିବା ବେଳେ ୨ସାଙ୍ଗଙ୍କ ଉପରେ ଟ୍ରକ୍‌ ମାଡ଼ିଗଲା ଟ୍ରକ୍। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣଙ୍କର କିଛି ହୋଇନାହିଁ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ସାଗରପଡାର ହିଂମାଶୁ ସେଠ୍। ସେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରନ୍ତି। ଆହତ ପ୍ରଶାନ୍ତ ନାଗଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି।

ଗତକାଲି ହିମାଂଶୁ ସାଙ୍ଗ ବିବାହରେ ଯୋଗ ଦେବାକୁ  ବିଡିଘାଟ ଗାଁକୁ ଯାଇଥିଲେ। ଭୋଜିଭାତ ଖାଇବା ପରେ ଅନ୍ୟ ୩ ସାଙ୍ଗଙ୍କ ସହ ହିମାଂଶୁ ବିଡିଘାଟ ଛକଠାରେ ଛିଡ଼ା ହୋଇ କଥା ହେଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ହିଂମାଶୁ ଓ ପ୍ରଶାନ୍ତଙ୍କ  ଉପରେ ମାଡ଼ି ଯାଇଥିଲା।

ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ଟ୍ରକ୍‌ ଛାଡ଼ି ଫେରାର ହୋଇଯାଇଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ  ଘଟଣା ର ତଦନ୍ତ କରୁଛି। ହିମାଂଶୁ ବାପାମା’ଙ୍କ ଏକମାତ୍ର ପୁଅ ଥିଲେ। ରୋଜଗାରିଆ ପୁଅକୁ ହରାଇ ବାପାମା’ ଭାଙ୍ଗି ପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story