ପୋଲ ଉପରେ ବସିଥିଲେ, ଟ୍ରକ୍‌ ପିଟିଦେଇ ଓଲଟି ପଡ଼ିଲା: ମୃତ୍ୟୁକୁ ନେଇ ଉତ୍ତେଜନା

କଂଟାବାଞ୍ଜି(ସୁରଦାସ ବାଗ):ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଅଞ୍ଚଳରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବଙ୍ଗୋମୁଣ୍ଡା ଗାଁର ସତନାମି ପଡାର ଘରୁଆ ସତନାମି । ଆଜି ସକାଳେ ବଙ୍ଗୋମୁଣ୍ଡାରୁ ସିନ୍ଧେକେଲା ଗାଁ ଯିବା କେନ୍ଦୁବାହାଲି ଛକ ନିକଟରେ ଏକ ପୋଲ ଉପରେ ବସିଥିଲେ  ଘରୁଆ। ଘରୁଆ ସବୁ ଦିନ ଭଳି ଆଜି ମଧ୍ୟ ଚାଷ ଜମିକୁ ବୁଲିବାକୁ ଯାଇ ପୋଲରେ ବସିଥିଲେ। ତେବେ […]

456

456

Tapas Behera
  • Published: Saturday, 29 June 2019
  • Updated: 29 June 2019, 05:09 PM IST

Sports

Latest News

କଂଟାବାଞ୍ଜି(ସୁରଦାସ ବାଗ):ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଅଞ୍ଚଳରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବଙ୍ଗୋମୁଣ୍ଡା ଗାଁର ସତନାମି ପଡାର ଘରୁଆ ସତନାମି ।

ଆଜି ସକାଳେ ବଙ୍ଗୋମୁଣ୍ଡାରୁ ସିନ୍ଧେକେଲା ଗାଁ ଯିବା କେନ୍ଦୁବାହାଲି ଛକ ନିକଟରେ ଏକ ପୋଲ ଉପରେ ବସିଥିଲେ  ଘରୁଆ। ଘରୁଆ ସବୁ ଦିନ ଭଳି ଆଜି ମଧ୍ୟ ଚାଷ ଜମିକୁ ବୁଲିବାକୁ ଯାଇ ପୋଲରେ ବସିଥିଲେ। ତେବେ ଏକ ଧାନ ବୋଝେଇ ଟ୍ରକ ଘରୁଆଙ୍କ ଉପରକୁ ମାଡ଼ି ଯାଇ ଓଲଟିପଡ଼ିଥିଲା। ଘଟଣାସ୍ଥଳରେ ଘରୁଆଙ୍କ ମୃଥ୍ୟୁ ଘଟିଥିଲା।

ପରିବାର ବର୍ଗ କ୍ଷତିପୂରଣ ଦାବିରେ ୪୨ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ । ରାସ୍ତାର ଉଭୟ ପାଶ୍ୱର୍ରେ ଗଛ ପକାଇ ରାସ୍ତାରୋକ କରିଥିବାରୁ ଲୋକଙ୍କୁ ଯିବା ଆସିବାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ବଙ୍ଗୋମୁଣ୍ଡାପୁଲିସ ଆସି ବୁଝାସୁଝା କରିବାକୁ ଚେଷ୍ଟା କରିଥିବା ବେଳେ ଆନ୍ଦୋଳନକାରୀମାନେ ନିଜ ଜିଦରେ ଅଟଳ ରହିଥିଲେ ।

ପ୍ରାୟ ୬ ଘଣ୍ଟାକାଳରାସ୍ତା ରୋକ ଜାରି ରହିଥିଲା । ବଙ୍ଗୋମୁଣ୍ଡା ସରପଂଚ ହରିଶ୍ଚନ୍ଦ୍ର ଯୋଜନା ରେ ୨ ହଜାର ଏବଂ ରେଡକ୍ରସରୁ ୧୦ ହଜାର ଟଙ୍କା ଦେଇଥିଲେ। ପରେ ଟ୍ରାକ ମାଲିକ ୧ ଲକ୍ଷ ୭୦ ହଜାର ଟଙ୍କା ଦେଲା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story