ଦିନକୁ ୧ଲକ୍ଷ ବରିଷ୍ଠ ନାଗରିକଙ୍କୁ କରୋନା ଟିକା, ଜିଲ୍ଲାକୁ ଟାର୍ଗେଟ୍ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା କରୋନା ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱର ମହାନଗର ନିଗମ ସମେତ ସମସ୍ତ ୩୦ ଜିଲ୍ଲା ପାଇଁ ଟାର୍ଗେଟ୍ ନିର୍ଦ୍ଧାରଣ କରାଯାଇଛି। ରାଜ୍ୟବ୍ୟାପୀ ଦୈନିକ ୧ଲକ୍ଷ ବରିଷ୍ଠ ନାଗରିକଙ୍କୁ କରୋନା ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। […]

Vaccine

Vaccine

Ordigital Desk
  • Published: Wednesday, 10 March 2021
  • Updated: 11 March 2021, 01:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା କରୋନା ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱର ମହାନଗର ନିଗମ ସମେତ ସମସ୍ତ ୩୦ ଜିଲ୍ଲା ପାଇଁ ଟାର୍ଗେଟ୍ ନିର୍ଦ୍ଧାରଣ କରାଯାଇଛି। ରାଜ୍ୟବ୍ୟାପୀ ଦୈନିକ ୧ଲକ୍ଷ ବରିଷ୍ଠ ନାଗରିକଙ୍କୁ କରୋନା ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେଉଁ ଜିଲ୍ଲାରେ ଦୈନିକ କେତେ ଟିକା ପ୍ରଦାନ କରାଯିବ ତାହାର ଟାର୍ଗେଟ୍ ଦିଆଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅନ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ମଧ୍ୟ ଘରୋଇ ହସ୍ପିଟାଲକୁ କୋଭିଡ୍ ଟିକାକରଣ କେନ୍ଦ୍ର ଭାବେ ଉପଯୋଗ କରିବା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ରାଜ୍ୟର ୪୬ଲକ୍ଷ ୩୨ହଜାର ବରିଷ୍ଠ ନାଗରିକଙ୍କୁ କୋଭିଡ୍ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଦୈନିକ ୧ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରାଯିବ। କଟକ ଜିଲ୍ଲାରେ ସର୍ବାଧିକ ୨ଲକ୍ଷ ୮୯ହଜାର ୬୪୨ଜଣ, ମୟୂରଭଞ୍ଜରେ ୨ଲକ୍ଷ ୭୮ହଜାର ୮୪ଜଣ, ବାଲେଶ୍ୱରରେ ୨ଲକ୍ଷ ୫୬ହଜାର ୯୯ଜଣ, ସୁନ୍ଦରଗଡ଼ରେ ୨ଲକ୍ଷ ୩୧ହଜାର ୩୬ଜଣ, ଭୁବନେଶ୍ୱରରେ ୧ଲକ୍ଷ ୪୧ହଜାର ୪୦୦ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଭୁବନେଶ୍ୱରରେ ଦୈନିକ ୩ହଜାର, କଟକରେ ୬୨୫୬ଜଣ, ଖୋର୍ଦ୍ଧାରେ ୨୩୧୩ଜଣ, ଯାଜପୁରରେ ୪୨୯୫ଜଣ, ଜଗତସିଂହପୁରରେ ୨୭୧୦ଜଣ, ସୁନ୍ଦରଗଡ଼ରେ ୪୯୯୦ଜଣ ଓ ବାଲେଶ୍ୱରରେ ଦୈନିକ ୫୫୩୨ଜଣଙ୍କୁ କୋଭିଡ୍ ଟିକା ପ୍ରଦାନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story