ଟିଏମ୍‌ସି ଦାୟିତ୍ୱରେ ଥିବା ଯବାନ କରୋନାରେ ଆକ୍ରାନ୍ତ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ ଜଣେ OSSF ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ହୁମା ଓ ଖଲ୍ଲିକୋଟ୍‌ TMCରେ ପାଟ୍ରୋଲିଂ ଡ୍ୟୁଟିରେ ନିୟୋଜିତ ଥିଲେ। ରକ୍ତ ଓ ସ୍ୱାବ୍‌ ଟେଷ୍ଟରେ ପଜିଟିଭ୍‌ ଆସିବା ପରେ ତାଙ୍କୁ ସୀତାପଲ୍ଲୀ ପାରଳା ମହାରାଜା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। One OSSF, as our front line warrior who was engaged in […]

india-corona

india-corona

Manoranjan Sial
  • Published: Tuesday, 09 June 2020
  • Updated: 09 June 2020, 04:23 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ ଜଣେ OSSF ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ହୁମା ଓ ଖଲ୍ଲିକୋଟ୍‌ TMCରେ ପାଟ୍ରୋଲିଂ ଡ୍ୟୁଟିରେ ନିୟୋଜିତ ଥିଲେ। ରକ୍ତ ଓ ସ୍ୱାବ୍‌ ଟେଷ୍ଟରେ ପଜିଟିଭ୍‌ ଆସିବା ପରେ ତାଙ୍କୁ ସୀତାପଲ୍ଲୀ ପାରଳା ମହାରାଜା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

https://twitter.com/sp_ganjam/status/1270268448430370821?s=20

ସୁରତ ଫେରନ୍ତା ପାଦ ଦେବା ପରେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିଲା। ଆଜି ସୁଦ୍ଧା ଜିଲ୍ଲାରେ ୬୪୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୨୦୪ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ ପ୍ରବାସୀ ଏବେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ସେମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story