ଅନ୍‌ଲାଇନ୍‌ ଲୁଟେରାଙ୍କ ନୂଆ ଫର୍ମୁଲା; ପ୍ରଥମ ଅନ୍ତରଙ୍ଗ, ତା’ପରେ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫେସ୍‌ବୁକରୁ ଆରମ୍ଭ ହେଉଥିବା ବନ୍ଧୁତା କ୍ରମଶଃ ଅନ୍ତରଙ୍ଗ ହେବା ପରେ ଆରମ୍ଭ ହେଉଛି ବ୍ଲାକମେଲିଂ। ଅନ୍ତରଙ୍ଗ ଭିଡିଓ ବାହାରେ ପ୍ରଘଟ କରିଦେବାର ଧମକ ଦେଇ ୟୁପିଆଇ ଜରିଆରେ ଟଙ୍କା ଲୁଟ୍ କରିବା ସହ କାର୍ଡରୁ ଗୋପନୀୟ ତଥ୍ୟର ଅପବ୍ୟବହାର କରୁଛନ୍ତି ଲୁଟେରା । ଯୁବପିଢିଙ୍କଠାରୁ ବୟସ୍କ ଲୋକ ଅନଲାଇନ୍‌ରେ ହେଉଥିବା ଏହି ଠକେଇ ରାକେଟର ଶିକାର ହେଉଛନ୍ତି । ରାଜଧାନୀରେ ଦିନକୁ ଦିନ ଅନଲାଇନ୍‌ ଠକେଇ ବଢିବାରେ ଲାଗିଥିବା ବେଳେ ଏପରି ରହୁଛି ଲୁଟେରାଙ୍କ […]

Loot--Hanitrap

Loot--Hanitrap

Niharika Rout
  • Published: Thursday, 28 January 2021
  • Updated: 28 January 2021, 01:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫେସ୍‌ବୁକରୁ ଆରମ୍ଭ ହେଉଥିବା ବନ୍ଧୁତା କ୍ରମଶଃ ଅନ୍ତରଙ୍ଗ ହେବା ପରେ ଆରମ୍ଭ ହେଉଛି ବ୍ଲାକମେଲିଂ। ଅନ୍ତରଙ୍ଗ ଭିଡିଓ ବାହାରେ ପ୍ରଘଟ କରିଦେବାର ଧମକ ଦେଇ ୟୁପିଆଇ ଜରିଆରେ ଟଙ୍କା ଲୁଟ୍ କରିବା ସହ କାର୍ଡରୁ ଗୋପନୀୟ ତଥ୍ୟର ଅପବ୍ୟବହାର କରୁଛନ୍ତି ଲୁଟେରା । ଯୁବପିଢିଙ୍କଠାରୁ ବୟସ୍କ ଲୋକ ଅନଲାଇନ୍‌ରେ ହେଉଥିବା ଏହି ଠକେଇ ରାକେଟର ଶିକାର ହେଉଛନ୍ତି । ରାଜଧାନୀରେ ଦିନକୁ ଦିନ ଅନଲାଇନ୍‌ ଠକେଇ ବଢିବାରେ ଲାଗିଥିବା ବେଳେ ଏପରି ରହୁଛି ଲୁଟେରାଙ୍କ ଗେମ୍‌ ପ୍ଲାନ୍‌।

ରାଜଧାନୀରେ ଦିନକୁ ଦିନ ଅନଲାଇନ ଠକେଇ ବଢିବାରେ ଲାଗିଥିବା ବେଳେ  ୩ ଦିନ ଭିତରେ ଲୁଟେରାମାନେ ପ୍ରାୟ ୧୦ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛନ୍ତି । ସେଥିରୁ ମାତ୍ର  ୧୯ହଜାର ଟଙ୍କା ବ୍ଲକ କରିବାରେ ପୁଲିସ୍‌ ସକ୍ଷମ ହୋଇଥିବା ବେଳେ ଅଦୃଶ୍ୟ ଲୁଟେରାଙ୍କ ଟେର ପାଉନି  ପୁଲିସ୍‌ । ସେପଟେ ସାଇବର ଠକେଇରେ ସଂପୃକ୍ତି ଅଭିଯୋଗରେ ୨୦ଟି ଫୋନ୍ ନମ୍ବରକୁ ବ୍ଲକ କରିବାକୁ ସୁପାରିସ ହୋଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

ଅଜଣା ବ୍ୟକ୍ତିଙ୍କୁ ବ୍ୟାଙ୍କ ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ଦେବା, କ୍ରେଡିଟ କାର୍ଡ଼ରେ ରିଓ୍ୱାର୍ଡ ପଏଣ୍ଟ ଅବା ଲୋଭରେ ପଡି ବିଭିନ୍ନ ଲିଙ୍କକୁ କ୍ଲିକ କରିବା ଭଳି ତଥ୍ୟ ଶେଆର କରିବା ସାଇବର ଲୁଟେରାଙ୍କୁ ସୁହାଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଜଣେ ଗ୍ରାହକଙ୍କ କ୍ରେଡିଟ କାର୍ଡ ରଦ୍ଦ ଆବେଦନର କିଛି ସମୟ ପରେ ଲୁଟେରାଙ୍କ ନିକଟରୁ କଲ ଆସିଥିଲା । ଲୋକଙ୍କୁ ସଚେତନ କରାଯିବା ସତ୍ତ୍ୱେ ସେମାନେ ଓଟିପି ଶେଆର କରି ଦେଉଛନ୍ତି।  ଆଉ ୫୦ ହଜାର ଟଙ୍କା ସାଇବର ଲୁଟେରାମାନେ ଲୁଟି ନେଇଥିଲେ । ଏହି ଲୁଟରେ କଲସେଣ୍ଟରକୁ ସ୍କାନରରେ ରଖାଯାଇଥିବା ଡିସିପି କହିଛନ୍ତି।

ଭୁବନେଶ୍ୱର ଡିସିପିଙ୍କ ସୂଚନା ଅନୁସାରେ, ଗତ ୩ ଦିନରେ ସାଇବର ଲୁଟେରାମାନେ ରାଜଧାନୀରୁ ୧୦ ଲକ୍ଷ ୫୮ହଜାରରୁ ଅଧିକ ଟଙ୍କା ଲୁଟ କରିଛନ୍ତି ।  ଜାନୁଆରୀ ୨୪ରେ ୩ଲକ୍ଷ ୮୬ ହଜାର ଟଙ୍କା, ୨୫ରେ ୩ଲକ୍ଷ ୫୩ ହଜାର ଟଙ୍କା ଓ ୨୬ରେ ୨ଲକ୍ଷ ୯୮ ହଜାର ଟଙ୍କା ଠକେଇ ହୋଇଛି ।

ଗତ ୩ ଦିନରେ ୧୨୩ଟି ପ୍ରଡ କଲ୍‌ ସମ୍ପର୍କୀତ କଲ ଆସିଛି। ଭୁବନେଶ୍ୱରରୁ ୪୬ ଓ ଭୁବନେଶ୍ୱର ବାହାରୁ ୭୭ଟି ଠକେଇ କଲ୍‌ ଆସିଛି। କାର୍ଡ ଜରିଆରେ ୯ଟି ଠକେଇ ହୋଇଥିବା ବେଳେ ୟୁପିଆଇ ଜରିଆରେ ୧୪ଟି ଠକେଇ ହୋଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story