ଆରମ୍ଭ ହେବ ଅନ୍‌ଲାଇନ୍‌ କ୍ଲାସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍‌ଲାଇନ୍‌ରେ ପାଠ ପଢ଼ିବେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ । ଲକଡାଉନ୍‌ ଯୋଗୁଁ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ସେମାନଙ୍କ ପାଇଁ ଅନ୍‌ଲାଇନ୍‌ କ୍ଲାସ୍ ବ୍ୟବସ୍ଥା ହେବ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଡିଜିଟାଲ୍ କୋର୍ସ ପାଇଁ ଆବଶ୍ୟକ ଶିକ୍ଷା ଉପାଦାନ ତଥା ଭିଡିଓ ଯୋଗାଇବାକୁ ସମସ୍ତ ସରକାରୀ ଓ ବେସରକାରୀ ଏଡେଡ୍ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ନିର୍ଦ୍ଦେଶକ । ଅଧ୍ୟକ୍ଷମାନେ ସମସ୍ତ ଷ୍ଟ୍ରିମ୍‌ର […]

bbsr-2

bbsr-2

Niharika Rout
  • Published: Saturday, 09 May 2020
  • Updated: 09 May 2020, 08:51 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍‌ଲାଇନ୍‌ରେ ପାଠ ପଢ଼ିବେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ । ଲକଡାଉନ୍‌ ଯୋଗୁଁ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ସେମାନଙ୍କ ପାଇଁ ଅନ୍‌ଲାଇନ୍‌ କ୍ଲାସ୍ ବ୍ୟବସ୍ଥା ହେବ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ଡିଜିଟାଲ୍ କୋର୍ସ ପାଇଁ ଆବଶ୍ୟକ ଶିକ୍ଷା ଉପାଦାନ ତଥା ଭିଡିଓ ଯୋଗାଇବାକୁ ସମସ୍ତ ସରକାରୀ ଓ ବେସରକାରୀ ଏଡେଡ୍ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ନିର୍ଦ୍ଦେଶକ । ଅଧ୍ୟକ୍ଷମାନେ ସମସ୍ତ ଷ୍ଟ୍ରିମ୍‌ର ଅଧ୍ୟାପକଙ୍କଠାରୁ ଏହା ସଂଗ୍ରହ କରି ମେ ୨୦ ସୁଦ୍ଧା ନିର୍ଦ୍ଦେଶାଳୟକୁ ଇମେଲ୍ ଯୋଗେ ପଠାଇବେ । ପରେ ଏକ୍ସପର୍ଟ କମିଟି ଯାଞ୍ଚ କରି ଏହାକୁ ଚୂଡ଼ାନ୍ତ କରିବ ।

ସେପଟେ ରାଜ୍ୟର ୨୪ଟି ଜିଲ୍ଲାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମଧୁ ଆପ୍ ଓ ଏଡୁସାଟ୍ ଦ୍ୱାରା ଶିକ୍ଷାଦାନ ବ୍ୟବସ୍ଥା କରୁଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏଥିପାଇଁ ବିଭାଗ ପକ୍ଷରୁ ମାଇକ୍ରୋସଫ୍ଟ ଟିମ୍‌ର ସାହାଯ୍ୟ ନିଆଯାଉଛି । ୨୪ଟି ଜିଲ୍ଲାର ୧୦ଟି ସ୍କୁଲ୍‌ରେ ଏହି ବ୍ୟବସ୍ଥା ହେବ । ପ୍ରତି ସ୍କୁଲ୍ ଅଧୀନରେ ୨୫୦ ଛାତ୍ରଛାତ୍ରୀ ଏହାଦ୍ୱାରା ପାଠ ପଢ଼ିପାରିବେ । ମାଇକ୍ରୋସଫ୍ଟ ଟିମ୍ ମାଧ୍ୟମରେ ଛାତ୍ରଛାତ୍ରୀ ସିଧାସଳଖ ଶିକ୍ଷକଙ୍କ ସହ ପାଠ ସଂପର୍କରେ ଆଲୋଚନା କରିପାରିବେ ବୋଲି ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story