‘କାଳିଆ’ ଯୋଜନାକୁ ନେଇ ଏମିତି କହିଲେ ବିରୋଧୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଚାଷୀଙ୍କ କୃଷି ଋଣ ଛାଡ଼ ହେବ ନାହିଁ କିମ୍ବା ସେମାନଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଉପରେ ରାଜ୍ୟ ସରକାର କିଛି ବୋନସ୍‌ ବି ମିଳିବ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚାଷୀଙ୍କ ପାଇଁ ୧୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ‘କାଳିଆ’ ଯୋଜନାର ଘୋଷଣା ଅବସରରେ ଏହା ସ୍ପଷ୍ଟ କରିଛନ୍ତି। ନବୀନଙ୍କ ଏହି ଘୋଷଣା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ସରକାର ଚାଷୀଙ୍କ ଋଣ ଛାଡ଼ ନକରି ସେମାନଙ୍କ ସହ ଛଳନା କରିଥିବା ବିରୋଧୀ […]

c

c

Jitendra Garnayak
  • Published: Friday, 21 December 2018
  • Updated: 21 December 2018, 10:18 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଚାଷୀଙ୍କ କୃଷି ଋଣ ଛାଡ଼ ହେବ ନାହିଁ କିମ୍ବା ସେମାନଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଉପରେ ରାଜ୍ୟ ସରକାର କିଛି ବୋନସ୍‌ ବି ମିଳିବ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚାଷୀଙ୍କ ପାଇଁ ୧୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ‘କାଳିଆ’ ଯୋଜନାର ଘୋଷଣା ଅବସରରେ ଏହା ସ୍ପଷ୍ଟ କରିଛନ୍ତି। ନବୀନଙ୍କ ଏହି ଘୋଷଣା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ସରକାର ଚାଷୀଙ୍କ ଋଣ ଛାଡ଼ ନକରି ସେମାନଙ୍କ ସହ ଛଳନା କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି।

ଦିନରେ ଲଣ୍ଠନ ଦେଖାଇବା ସଦୃଶ୍: ବିଜେପି

ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାକୁ ବିଜେପି କଡ଼ା ସମାଲୋଚନା କରିଛି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, “ମୁଖ୍ୟମନ୍ତ୍ରୀ ୧୯ ବର୍ଷ ଶାସନ କରିବା ପରେ ଆଜି ନାମମାତ୍ର ଚାଷୀ, ଭୂମିହୀନ ଚାଷୀ ଏବଂ ଭାଗଚାଷୀଙ୍କ କଥା ତାଙ୍କର ମନେ ପଡ଼ିଲା। ଏହା କେବଳ ଚାଷୀଙ୍କୁ ଦିନରେ ଲଣ୍ଠନ ଦେଖାଇବା ଭଳି। ଏପରି କରି ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପ୍ରତାରିତ କରିଛନ୍ତି।”

ସରକାରଙ୍କ ଋଣ ଛାଡ଼ ଉଦ୍ଦେଶ୍ୟ ନାହିଁ : କଂଗ୍ରେସ୍‌

କେବଳ ବିଜେପି ନୁହେଁ, କଂଗ୍ରେସ୍‌ ମଧ୍ୟ ‘କାଳିଆ’ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଏଆଇସିସି ସମ୍ପାଦକ ଶରତ ରାଉତ କହିଛନ୍ତି, “ପିଠା ଯୋଜନା କରି ବୁଲିକି ପିଠା ଖାଉଛନ୍ତି। ସେମିତି ଏ ହେଉଛି କାଳିଆ ଯୋଜନା। ଦୁଃଖ ଏବଂ ପରିତାପର ବିଷୟ ହେଲା, ମୁଖ୍ୟମନ୍ତ୍ରୀ ତ ଋଣଛାଡ଼ କରିବେ ନାହିଁ। ଯଦି ସେ ସ୍ପଷ୍ଟ ମନା କରିଦେଇଥାନ୍ତେ, ତା’ହେଲେ ଚାଷୀକୁଳ ଜାଣିଥାନ୍ତେ ସେମାନଙ୍କ ଋଣଛାଡ଼ ହେବାର ନାହିଁ। ଏ ସରକାର ଋଣ ଛାଡ଼ କରିବାକୁ ଉଦ୍ଦେଶ୍ୟ ରଖି ନାହାନ୍ତି।”

ସ୍ୱପ୍ନ ଦେଖାଇ ଭୋଟ୍‌ ହାତେଇବାରେ ସରକାର ପାରଙ୍ଗମ: ସିପିଏମ୍‌

ବିଜେପି ଓ କଂଗ୍ରେସ୍‌ ଭଳି ସିପିଆଇଏମ୍‌ ମଧ୍ୟ ଚାଷୀ ସମସ୍ୟାକୁ ନେଇ ନବୀନ ସରକାରଙ୍କୁ ଟାର୍ଗେଟ୍‌ କରିଛି। ସିପିଆଇ(ଏମ୍‌) ଓଡ଼ିଶା ରାଜ୍ୟ କମିଟି ସମ୍ପାଦକ ଅଳି କିଶୋର ପଟ୍ଟନାୟକ କହିଛନ୍ତି, “ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଲେ କୃଷିଋଣ ଛାଡ଼ ଆଶ୍ୱସ୍ତି ଦେଇପାରିବ ନାହିଁ, ତା’ଠାରୁ ଅଧିକ ଫଳପ୍ରଦ ଯୋଜନା ପାଇଁ ସରକାର ଚିନ୍ତା କରୁଛନ୍ତି। ଯାହା ରାଜ୍ୟର ଚାଷୀଙ୍କୁ ସ୍ୱପ୍ନ ଦେଖାଇବାକୁଉଦ୍ଦିଷ୍ଟ ଥିଲା। ଧାନ ଦର ଉପରେ ବୋନସ୍‌ ଦେବା ପାଇଁ କେନ୍ଦ୍ରର ବାରଣ ସତ୍ତ୍ୱେ ଛତିଶଗଡ଼ ସରକାରଙ୍କ ବୋନସ୍‌ ଘୋଷଣା ବେଆଇନ୍‌ ବୋଲି ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ଏହି ଦୁଇ ମନ୍ତ୍ରୀଙ୍କ ମନ୍ତବ୍ୟରୁ ରାଜ୍ୟ ସରକାରଙ୍କ ଚାଷୀ ଋଣ ଛାଡ଼ ଓ ବୋନସ୍‌ ପ୍ରଦାନ ଉପରେ ନକାରାତ୍ମକ ମନୋଭାବକୁ ସ୍ପଷ୍ଟ କରୁଛି। କେବଳ ସ୍ୱପ୍ନ ଦେଖାଇ ଭୋଟ୍‌ ହାତେଇବାରେ ପାରଙ୍ଗମତା ହାସଲ କରିଥିବା ବିଜେଡି ଦଳ ପାଖରୁ ଆଉ କ’ଣ ଆଶା କରାଯାଇପାରେ ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story