ବାହାରି ପାରିନି ନିଷ୍କର୍ଷ, ନିରାଶ ହେଲେ ଆପାର୍ଟମେଣ୍ଟ ବାସିନ୍ଦା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ନିରାଶ ହେଲେ ଆପାର୍ଟମେଣ୍ଟ ବାସିନ୍ଦା। ଦୀର୍ଘ ଦିନ ଧରି ଶୀତଳ ଭଣ୍ଡାରରେ ପଡ଼ି ରହିଥିବା ଓଡ଼ିଶା ଆପାର୍ଟମେଣ୍ଟ ଓନସିପ୍‌ ଆକ୍ଟ ରୁଲ୍ ଫ୍ରେମ୍‌ ନେଇ ଭୁବନେଶ୍ୱରରେ ଆୟୋଜନ ହୋଇଥିଲା ଏକ ବୈଠକ। ହେଲେ କୌଣସି ନିଷ୍କର୍ଷ ବାହାରି ପାରିଲାନି। ଓଡ଼ିଶା ଆପାର୍ଟମେଣ୍ଟ ଓନସିପ୍‌ ଆକ୍ଟ ରୁଲ୍ ଦୀର୍ଘ ଦିନ ଧରି ପ୍ରଣୟନ ନହେବା ଯୋଗୁଁ ଆପାର୍ଟମେଣ୍ଟ ବାସିନ୍ଦା ନିଜୟ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିଲେ। ସେମାନେ କିପରି ସୋସାଇଟି ରେଜିଷ୍ଟ୍ରେସନ କରିବେ, […]

gst 19 builder

gst 19 builder

Manoranjan Sial
  • Published: Tuesday, 15 October 2019
  • Updated: 15 October 2019, 10:07 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ନିରାଶ ହେଲେ ଆପାର୍ଟମେଣ୍ଟ ବାସିନ୍ଦା। ଦୀର୍ଘ ଦିନ ଧରି ଶୀତଳ ଭଣ୍ଡାରରେ ପଡ଼ି ରହିଥିବା ଓଡ଼ିଶା ଆପାର୍ଟମେଣ୍ଟ ଓନସିପ୍‌ ଆକ୍ଟ ରୁଲ୍ ଫ୍ରେମ୍‌ ନେଇ ଭୁବନେଶ୍ୱରରେ ଆୟୋଜନ ହୋଇଥିଲା ଏକ ବୈଠକ। ହେଲେ କୌଣସି ନିଷ୍କର୍ଷ ବାହାରି ପାରିଲାନି।

ଓଡ଼ିଶା ଆପାର୍ଟମେଣ୍ଟ ଓନସିପ୍‌ ଆକ୍ଟ ରୁଲ୍ ଦୀର୍ଘ ଦିନ ଧରି ପ୍ରଣୟନ ନହେବା ଯୋଗୁଁ ଆପାର୍ଟମେଣ୍ଟ ବାସିନ୍ଦା ନିଜୟ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିଲେ। ସେମାନେ କିପରି ସୋସାଇଟି ରେଜିଷ୍ଟ୍ରେସନ କରିବେ, ଆପାର୍ଟମେଣ୍ଟର ରକ୍ଷଣବେକ୍ଷଣ, ପରିଚାଳନା ଓ ଟିକସ ବ୍ୟବସ୍ଥା କେମିତି ହେବ ସେନେଇ କିଛି ସ୍ପଷ୍ଟ ହୋଇପାରୁନଥିଲା। ଆଜିର ବୈଠକରେ ଏନେଇ ଆଲୋଚନା ହୋଇଥିଲା। ବୈଠକରେ ଓଡ଼ିଶାର ବିଭିନ୍ନ ବିଲ୍‌ଡର ଓ ଆପାର୍ଟମେଣ୍ଟ ବାସିନ୍ଦା ଏବଂ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ପ୍ରମୁଖ ଯୋଗଦେଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନଥିଲା।

ଗତ ୪ ବର୍ଷ ହେବ ଏହି ଆକ୍ଟ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲାଗୁ ହୋଇପାରିନି। ଏନେଇ ଖବର ପ୍ରସାରଣ ପରେ ସରକାରୀ ସ୍ତରରେ ଉଦ୍ୟମ କରି ବିଫଳ ହୋଇଛନ୍ତି ସରକାର।

ତେବେ ଏନେଇ ରାଜ୍ୟ ସରକାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story