ଜୟଶ୍ରୀ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଖାରଜ

କଟକ(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ବସନ୍ତ ପଣ୍ଡାର ଜାମିନ ଆବେଦନ ଖାରଜ କରିଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ମାମଲାର ବିଚାର କରି ଜଷ୍ଟିସ ସଂଗମ କୁମାର ସାହୁ, ଅଭିଯୁକ୍ତ ବସନ୍ତର ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ପୂର୍ବରୁ ଗତ ୧୨ ଅକ୍ଟୋବର ୨୦୨୦ରେ ସମ୍ବଲପୁର ଜିଲ୍ଲା କୋର୍ଟରେ ବସନ୍ତର ଜାମିନ ଖାରଜ ହୋଇଥିଲା। ଅଭିଯୁକ୍ତ ବସନ୍ତ ସ୍ୱର୍ଗତ ଜୟଶ୍ରୀଙ୍କ ସଂପର୍କୀୟ ଭିଣୋଇ। ଗତ ୨୦୧୧ ମସିହା ଜୁନ ମାସରେ ଜୟଶ୍ରୀଙ୍କୁ […]

Orissa High Court

Orissa High Court

Manoranjan Sial
  • Published: Tuesday, 03 August 2021
  • Updated: 03 August 2021, 05:03 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ବସନ୍ତ ପଣ୍ଡାର ଜାମିନ ଆବେଦନ ଖାରଜ କରିଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ମାମଲାର ବିଚାର କରି ଜଷ୍ଟିସ ସଂଗମ କୁମାର ସାହୁ, ଅଭିଯୁକ୍ତ ବସନ୍ତର ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ପୂର୍ବରୁ ଗତ ୧୨ ଅକ୍ଟୋବର ୨୦୨୦ରେ ସମ୍ବଲପୁର ଜିଲ୍ଲା କୋର୍ଟରେ ବସନ୍ତର ଜାମିନ ଖାରଜ ହୋଇଥିଲା। ଅଭିଯୁକ୍ତ ବସନ୍ତ ସ୍ୱର୍ଗତ ଜୟଶ୍ରୀଙ୍କ ସଂପର୍କୀୟ ଭିଣୋଇ।

ଗତ ୨୦୧୧ ମସିହା ଜୁନ ମାସରେ ଜୟଶ୍ରୀଙ୍କୁ ହତ୍ୟା କରି ନିଜ ଗାଁ ନିକଟରେ ପୋତି ଦେଇଥିଲା ବସନ୍ତ। କିନ୍ତୁ ସମ୍ବଲପୁର ପୁଲିସ ୪ ମାସ ବିଳମ୍ବରେ ଏହାକୁ ଏକ ନିଖୋଜ ମାମଲା ବୋଲି ଷ୍ଟେସନ ଡାଏରି କରି ବସି ପଡ଼ିଥିଲା। କିନ୍ତୁ ମା’ଙ୍କ ନିଖୋଜ ହେବାକୁ ଗ୍ରହଣ କରି ନଥିବା ତାଙ୍କ ଝିଅ ତଥା ଜେଏନ୍‌ୟୁରେ ଗବେଷିକା ବିଜୟିନୀ ମିଶ୍ର। ଘଟଣାର ଅନୁସନ୍ଧାନ କରିବା ପାଇଁ ସେ ସବୁ କିଛି ଏକ କରି ଦେଇଥିଲେ। ଦୀର୍ଘ ୮ ବର୍ଷ ପରେ ୨୦୧୯ ମସିହାରେ ଜୟଶ୍ରୀଙ୍କୁ ହତ୍ୟା କରା ଯାଇଥିବା ପ୍ରମାଣ ମିଳିଲା ଓ ପୁଲିସ୍‌ ଏହାକୁ ଏକ ହତ୍ୟା ମାମଲାରେ ପରିବର୍ତ୍ତିତ କରି ଅଭିଯୁକ୍ତ ବସନ୍ତ ପଣ୍ଡାକୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story