ଓଏସ୍‌ଆରଟିସି ବସ୍‌ ଦୁର୍ଘଟଣା, ୨୦ ଆହତ

ଅନୁଗୋଳ: ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ନିକଟ ବଇଣ୍ଡାରେ ଏକ ଓଏସ୍‌ଆରଟିସି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତ ଓ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭୁବନେଶ୍ୱରରୁ କଣ୍ଟାମାଳ ଯାଇଥିବା ବେଳେ ଗତକାଲି ରାତି ପ୍ରାୟ ସାଡେ ୨ଟାରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ।

bus

Rakesh Mallick
  • Published: Monday, 27 March 2017
  • , Updated: 27 March 2017, 02:48 PM IST

ଅନୁଗୋଳ: ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ନିକଟ ବଇଣ୍ଡାରେ ଏକ ଓଏସ୍‌ଆରଟିସି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତ ଓ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଭୁବନେଶ୍ୱରରୁ କଣ୍ଟାମାଳ ଯାଇଥିବା ବେଳେ ଗତକାଲି ରାତି ପ୍ରାୟ ସାଡେ ୨ଟାରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ।

Related story