ମାଲକାନଗିରିରେ ରୋଗୀ ଓ ସହାୟକଙ୍କ ପାଇଁ ମାଗଣା ବସସେବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରୋଗୀ ଓ ସେମାନଙ୍କ ସହାୟକଙ୍କ ଯିବାଆସିବା ପାଇଁ ମାଲକାନଗିରି ଜିଲ୍ଲାରେ ମାଗଣା ଓଏସ୍ଆ‌ରଟିସି ବସ୍‌ସେବା ଆସନ୍ତା ୨୬ତାରିଖରୁ ଉପଲବ୍ଧ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଏସ୍ଆ‌ରଟିସି ଦ୍ୱାରା ମାଲକାନଗିରିରେ ୨ଟି ଅତିରିକ୍ତ ବସ୍‌ ଚାଲିବା ନିମନ୍ତେ ନିଷ୍ପତ୍ତି ହୋଇଛି। ଗୋଟିଏ ବସ୍ ସକାଳ ସାଢ଼େ ୬ଟାରେ ଜନତାପାଇଠୁ ବାହାରି ଜାନବାଇ, ଚିତ୍ରକୋଣ୍ଡା, ବାଲିମେଳା ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ସକାଳ ୧୦ଟାରେ ପହଞ୍ଚିବ। ସେହିପରି ଅପରାହ୍ନ ୪ଟାରେ ଉକ୍ତ ମାର୍ଗ ଦେଇ […]

bus

bus

Subrat Kumar Nayak
  • Published: Friday, 25 October 2019
  • Updated: 25 October 2019, 07:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରୋଗୀ ଓ ସେମାନଙ୍କ ସହାୟକଙ୍କ ଯିବାଆସିବା ପାଇଁ ମାଲକାନଗିରି ଜିଲ୍ଲାରେ ମାଗଣା ଓଏସ୍ଆ‌ରଟିସି ବସ୍‌ସେବା ଆସନ୍ତା ୨୬ତାରିଖରୁ ଉପଲବ୍ଧ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଏସ୍ଆ‌ରଟିସି ଦ୍ୱାରା ମାଲକାନଗିରିରେ ୨ଟି ଅତିରିକ୍ତ ବସ୍‌ ଚାଲିବା ନିମନ୍ତେ ନିଷ୍ପତ୍ତି ହୋଇଛି।

ଗୋଟିଏ ବସ୍ ସକାଳ ସାଢ଼େ ୬ଟାରେ ଜନତାପାଇଠୁ ବାହାରି ଜାନବାଇ, ଚିତ୍ରକୋଣ୍ଡା, ବାଲିମେଳା ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ସକାଳ ୧୦ଟାରେ ପହଞ୍ଚିବ। ସେହିପରି ଅପରାହ୍ନ ୪ଟାରେ ଉକ୍ତ ମାର୍ଗ ଦେଇ ବସ୍‌ଟି ପ୍ରତ୍ୟାବର୍ତ୍ତନ କରି ରାତି ସାଢ଼େ ୭ଟାରେ ଜନତାପାଇଠାରେ ପହଞ୍ଚିବ।

ସେହିପରି ଅନ୍ୟ ବସ୍‌ଟି ସକାଳ ସାଢ଼େ ୬ଟାରେ ମୋଟୁଠାରୁ ବାହାରି ଏମଭି-୯୭, କାଲିମେଳା, ପଟେରୁ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦିନ ୧୦ଟାରେ ପହଞ୍ଚିବ। ପୁଣି ସେହି ବସ୍‌ ଅପରାହ୍ନ ୪ଟାରେ ମାଲକାନଗିରିରୁ ପ୍ରତ୍ୟାବର୍ତ୍ତନ କରି ସାଢ଼େ ୭ଟାରେ ମୋଟୁଠାରେ ପହଞ୍ଚିବ। ଏହାଦ୍ୱାରା ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଚିକିତ୍ସା ସେବା ପାଇବାରେ ସହାୟକ ହେବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story