ନଭେମ୍ବର ୨୧ ସୁଦ୍ଧା ବାହାରିବ ଓଟିଇଟି ପରୀକ୍ଷା ଫଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାସେ ମଧ୍ୟରେ ପ୍ରକାଶ ପାଇବ ଓଟିଇଟି ପରୀକ୍ଷା ଫଳ। ଏଥିସହ ଛାତ୍ରଛାତ୍ରୀ ଫେରିପାଇବେ ରିଚେକିଂ ଟଙ୍କା। ଆସନ୍ତା ନଭେମ୍ବର ୨୧ ସୁଦ୍ଧା ଓଟିଇଟି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିସହ ତ୍ରୁଟି ସଂପର୍କରେ ଅନୁଧ୍ୟାନ କରି ଏହାର ସମାଧାନ କରିବାକୁ ମାଧ୍ୟମିକ ଶିକ୍ଷା ବୋର୍ଡକୁ ବିଭାଗୀୟ ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଥିବା ମନ୍ତ୍ରୀ ସ୍ୱୀକାର […]

otet

otet

Manoranjan Sial
  • Published: Monday, 21 October 2019
  • Updated: 21 October 2019, 07:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାସେ ମଧ୍ୟରେ ପ୍ରକାଶ ପାଇବ ଓଟିଇଟି ପରୀକ୍ଷା ଫଳ। ଏଥିସହ ଛାତ୍ରଛାତ୍ରୀ ଫେରିପାଇବେ ରିଚେକିଂ ଟଙ୍କା। ଆସନ୍ତା ନଭେମ୍ବର ୨୧ ସୁଦ୍ଧା ଓଟିଇଟି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିସହ ତ୍ରୁଟି ସଂପର୍କରେ ଅନୁଧ୍ୟାନ କରି ଏହାର ସମାଧାନ କରିବାକୁ ମାଧ୍ୟମିକ ଶିକ୍ଷା ବୋର୍ଡକୁ ବିଭାଗୀୟ ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଥିବା ମନ୍ତ୍ରୀ ସ୍ୱୀକାର କରିବା ସହ ରିଚେକିଂ ପାଇଁ ଛାତ୍ରଛାତ୍ରୀ ଦେଇଥିବା ଟଙ୍କା ଫେରସ୍ତ କରାଯିବ ବୋଲି କହିଛନ୍ତି।

ମନ୍ତ୍ରୀ ସମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବଙ୍କ ସହିତ ମାଧ୍ୟମିକ ଶିକ୍ଷା ପରିଷଦର ସଂପାଦକ ଓ କଣ୍ଟ୍ରୋରଲ୍ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାରୁ ପ୍ରକାଶ, କିଛି ଦିନ ତଳେ ଓଟିଇଟି ପରୀକ୍ଷାରେ ବ୍ୟାପକ ତ୍ରୁଟି ଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରି ଅଭିଯୋଗକୁ ବୋର୍ଡ ଓ ବିଭାଗୀୟ ମନ୍ତ୍ରୀ ଅସ୍ୱୀକାର କରିଥିଲେ। ତେବେ ଛାତ୍ରଛାତ୍ରୀମାନେ ବୋର୍ଡ ଅଫିସ୍‌ ଘେରାଉ କରିବା ପରେ ମୁହଁ ଟାଣ ଦେଖାଉଥିବା ବୋର୍ଡ ନରମି ଥିଲା। ଆଉ ଆଜି ବସିଥିବା ବୈଠକ ପରେ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story