ମହାରଥୀଙ୍କ ଗୋହି ଖୋଳିଲେ ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆଳୁ ,ପିଆଜ, ଡାଲି ପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବା ଘଟଣାକୁ ନେଇ ବିଧାନସଭାରେ ଗୋହି ଖୋଳାଖୋଳି। ଆଳୁ ମିଶନ ଫେଲ ମାରିବା ଓ ଶୀତଳ ଭଣ୍ଡାର ବନ୍ଦ ହେବା ପାଇଁ ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଆଜି ପରୋକ୍ଷରେ ଦାୟୀ କରିଥିଲେ ମନ୍ତ୍ରୀ ନିରଂଜନ ପୂଜାରୀ। ଆଳୁମିଶନ ଫେଲ ପାଇଁ ପାଇଁ ପରୋକ୍ଷରେ ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଟାର୍ଗେଟ କରିଥିଲେ ନିରଞ୍ଜନ। ଆଜି […]

41

41

Tapas Behera
  • Published: Wednesday, 17 July 2019
  • Updated: 17 July 2019, 08:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆଳୁ ,ପିଆଜ, ଡାଲି ପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବା ଘଟଣାକୁ ନେଇ ବିଧାନସଭାରେ ଗୋହି ଖୋଳାଖୋଳି। ଆଳୁ ମିଶନ ଫେଲ ମାରିବା ଓ ଶୀତଳ ଭଣ୍ଡାର ବନ୍ଦ ହେବା ପାଇଁ ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଆଜି ପରୋକ୍ଷରେ ଦାୟୀ କରିଥିଲେ ମନ୍ତ୍ରୀ ନିରଂଜନ ପୂଜାରୀ।

ଆଳୁମିଶନ ଫେଲ ପାଇଁ ପାଇଁ ପରୋକ୍ଷରେ ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଟାର୍ଗେଟ କରିଥିଲେ ନିରଞ୍ଜନ। ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ପାଇଁ ଉତ୍ତର ରଖୁଥିବା ଅର୍ଥମନ୍ତ୍ରୀ ନିରଜଂନ ପୂଜାରୀ  ଶୀତଳ ଭଣ୍ଡାର ଅଚଳ ହୋଇପଡିବା ପ୍ରସଙ୍ଗରେ ବି ମହାରଥୀଙ୍କୁ ପାଲଟା ବାଣ ମାରିଥିଲେ । ନିରଜଂନ କହିଥିଲେ ଯେ, ଯେତେବେଳେ ମହାରଥୀ ମନ୍ତ୍ରୀ ଥିଲେ ସେତେବେଳେ ତାଙ୍କରି ସମୟରେ ଆଳୁ ମିଶନ ଆରମ୍ଭ ହୋଇଥିଲା। ଆଉ ତାଙ୍କରି ମନ୍ତ୍ରୀକାଳରେ ହିଁ ଆଳୁ ମିଶନର ଅବଧି ସରିଗଲା। ତାକୁ ସରକାର ପୁଣିଥରେ କାର୍ଯ୍ୟକ୍ଷମ କରିବା ପାଇଁ ଚେଷ୍ଟା କରୁଛନ୍ତି।

ମହାରଥୀ ପଚାରିଥିଲେ  ରାଜ୍ୟରେ କେତେ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି ଓ ପଶ୍ଚିମବଙ୍ଗରୁ ଆଳୁ ଆଣି ଓଡିଶାର ବେପାରୀ ଶୀତଳଭଣ୍ଡାରରେ ରଖୁଛନ୍ତି କି ?  ଆଳୁ , ପିଆଜ, ଡାଲି ପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ନେଇ ଆଜି ପ୍ରଶ୍ନ କାଳରେ ସରକାରଙ୍କୁ ଘାଇଲା କରିଥିଲେ ଉଭୟ ବିରୋଧୀ ଓ ଶାସକ ବିଧାୟକ । ଉତ୍ତରରେ ମନ୍ତ୍ରୀ ନିରଞ୍ଜନ କହିଥିଲେ ରାଜ୍ୟରେ ମୋଟ ୧୨୮ଟି ଶୀତଳ ଭଣ୍ଡାର ଅଛି। ସେଥିରୁ ୮୦ଟି ଅଚଳ ହୋଇପଡ଼ିଛି। ୪୮ଟି ସଚଳ ଅବସ୍ଥାରେ ଅଛି। ଏସବୁ ମହାରଥୀଙ୍କ ସମୟରେ ହୋଇଥିଲା ବୋଲି ମନ୍ତ୍ରୀ ନିରଜଂନ କହିଥିଲେ। ତେବେ ଏହା ଉପରେ ସରକାର ଯତ୍ନବାନ ଅଛନ୍ତି ବୋଲି ନିରଞ୍ଜନ କହିଥିଲେ।   

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story