ଚିନ୍ତା ବଢ଼ାଇଲା ବେହେରା ସାହି; କାଲି ୨୨, ଆଜି ୫୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ(ଓଡ଼ିଶା ରିପୋର୍ଟର): କଟକ ମହାନଗର ନଗମ(ସିଏମ୍‌ସି)ର ଚିନ୍ତା ବଢ଼ାଇଲା ମାଲଗୋଦାମର ବେହେରା ସାହି। ଗତକାଲି ବେହେରା ସାହିରୁ ୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୫୭ ପଜିଟିଭ୍‌ ବାହାରିଛନ୍ତି। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛି ସିଏମ୍‌ସି। #COVID19 update in Cuttack city (CMC area) Out of the 89 new COVID-19 +ve cases reported today in #Cuttack district, 87 +ve cases belong to […]

corona-22

corona-22

Manoranjan Sial
  • Published: Monday, 03 August 2020
  • Updated: 03 August 2020, 04:17 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକ ମହାନଗର ନଗମ(ସିଏମ୍‌ସି)ର ଚିନ୍ତା ବଢ଼ାଇଲା ମାଲଗୋଦାମର ବେହେରା ସାହି। ଗତକାଲି ବେହେରା ସାହିରୁ ୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୫୭ ପଜିଟିଭ୍‌ ବାହାରିଛନ୍ତି। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛି ସିଏମ୍‌ସି।

https://twitter.com/CMCCuttack/status/1290229366891282433?s=20

ଆଜି କଟକ ସହରରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୭୯ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୮ ଜଣ ଲୋକାଲ କେସ୍‌। ଏନେଇ କଟକ ମହାନଗର ନିଗମ(ସିଏମ୍‌ସି) ଟ୍ୱିଟ୍‌ କରିଛି। ୮୭ରୁ କେବଳ ମାଲଗୋଦାମ ବେହେରା ସାହିରୁ ୫୭ ଚିହ୍ନଟ ହୋଇଛନ୍ତି। ଗତକାଲି ମାଲଗୋଦାମ ବେହେରା ସାହିରୁ ୨୨ ପଜିଟିଭ ମିଳିଥିଲେ।

ଆଜି ମାଛୁଆବଜାରରୁ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୁଣା ରାଉସାପାଟଣାରୁ ୫; କାଳୀଗଳି, ନୟାସଡ଼କ, ସାଆନ୍ତ ସାହି, ଚାଉଳିଆଗଂଜ, ମହାନଦୀ ବିହାର, ତେଲେଙ୍ଗା ବଜାର, ଦିୱାନ ବଜାର, ବାଦାମବାଡ଼ିରୁ ଜଣେ ଲେଖାଏଁ ଲୋକାଲ କେସ୍‌ ଚିହ୍ନଟ ହୋଇଛନ୍ତି।

କଟକ ଟାଉନ୍‌ରୁ ମୋଟ୍‌ ୧୦୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୮୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୫୦୧ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story