ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

ବୌଦ୍ଧ(ଭାର୍ଜନ ପ୍ରଧାନ): ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଅଧିକ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ପୋକରା ସୋୟାବିନ୍‌ ତରକାରି ଖାଇବା ପରେ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲୋକାପଡ଼ା ପ୍ରାଥମିକ ବିଦ୍ୟାଳୟରୁ ଆସିଛି। ମେନ୍ୟୁ ଅନୁସାରେ ଆଜି ମଧ୍ୟାହ୍ନ ଭୋଜନରେ ଭାତ ଓ ସୋୟାବିନ ତରକାରି ହୋଇଥିଲା। ସ୍କୁଲର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏକ ସଙ୍ଗେ […]

Over-50-students-taken-ill-after-consuming-mid-day-meal-at-Lokapada-Primary-School-In-Kantamala-block-of-Boudh-district

Manoranjan Sial
  • Published: Friday, 25 October 2019
  • Updated: 25 October 2019, 05:05 PM IST

ବୌଦ୍ଧ(ଭାର୍ଜନ ପ୍ରଧାନ): ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଅଧିକ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ପୋକରା ସୋୟାବିନ୍‌ ତରକାରି ଖାଇବା ପରେ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲୋକାପଡ଼ା ପ୍ରାଥମିକ ବିଦ୍ୟାଳୟରୁ ଆସିଛି।

ମେନ୍ୟୁ ଅନୁସାରେ ଆଜି ମଧ୍ୟାହ୍ନ ଭୋଜନରେ ଭାତ ଓ ସୋୟାବିନ ତରକାରି ହୋଇଥିଲା। ସ୍କୁଲର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏକ ସଙ୍ଗେ ମଧ୍ୟାହ୍ନ ଭୋଜନ ଖାଇଥିଲେ। ଖାଇବାର କିଛି ସମୟ ପରେ ହଠାତ୍‌ ଛାତ୍ରଛାତ୍ରୀଙ୍କୁ ବାନ୍ତି ହୋଇଥିଲା। ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ପିଲାମାନେ କାହିଁକି ଅସୁସ୍ଥ ହେଲେ, ତାହା ଜଣାପଡ଼ି ନାହିଁ। ତେବେ ରନ୍ଧାଯାଇଥିବା ପୋକରା ସୋୟାବିନ୍‌ ଖାଇ ପିଲାମାନେ ଅସୁସ୍ଥ ହୋଇଥିବା ଅଭିଯୋଗ ହେଉଛି। ବ୍ଲକ ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story