୬୦୦ ବସ୍ତା ପିଡିଏସ ଚାଉଳ ଜବତ

<p>ଭଦ୍ରକ: &nbsp;ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ବୈତରଣୀ ବ୍ରିଜ ନିକଟରୁ ପିଡିଏସ ଚାଉଳ ଚୋରା ଚାଲାଣ &nbsp;କରାଯାଉଥିବା ୨ଟି ଟ୍ରକକୁ ଜବତ &nbsp;କରିଛି ପୋଲିସ। ଏହି ଘଟଣାରେ ଜଣେ ଡ୍ରାଇଭର ଅଟକ ଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି।</p> <p>କେନ୍ଦ୍ରାପଡ଼ା ଜିଲ୍ଲାକୁ ଚୋରା ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକେ ପ୍ରଥମେ ଟ୍ରକ୍&zwnj; ଦୁଇଟିକୁ ଅଟକ ରଖିଥିଲେ। &nbsp;ଦୁଇଟି ଟ୍ରକରେ ପାଖାପାଖି ୬୦୦ ବସ୍ତା ଚାଉଳ ଥିଲା। &nbsp;ଉଭୟ ଡ୍ରାଇଭର ଟ୍ରକର କାଗଜପତ୍ର ଦେଖାଇ ପାରି ନ ଥିଲେ। ବିଳମ୍ବିତ ରାତିରେ ବିନା କାଗଜପତ୍ରରେ କିଏ ଚାଉଳ ନେଉଥିଲା ଓ କେଉଁଠିକୁ ଯାଉଥିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।</p>

Ordigital Desk
  • Published: Tuesday, 26 December 2017
  • Updated: 26 December 2017, 10:16 AM IST

Sports

Latest News

<p>ଭଦ୍ରକ: &nbsp;ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ବୈତରଣୀ ବ୍ରିଜ ନିକଟରୁ ପିଡିଏସ ଚାଉଳ ଚୋରା ଚାଲାଣ &nbsp;କରାଯାଉଥିବା ୨ଟି ଟ୍ରକକୁ ଜବତ &nbsp;କରିଛି ପୋଲିସ। ଏହି ଘଟଣାରେ ଜଣେ ଡ୍ରାଇଭର ଅଟକ ଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି।</p><p>କେନ୍ଦ୍ରାପଡ଼ା ଜିଲ୍ଲାକୁ ଚୋରା ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକେ ପ୍ରଥମେ ଟ୍ରକ୍&zwnj; ଦୁଇଟିକୁ ଅଟକ ରଖିଥିଲେ। &nbsp;ଦୁଇଟି ଟ୍ରକରେ ପାଖାପାଖି ୬୦୦ ବସ୍ତା ଚାଉଳ ଥିଲା। &nbsp;ଉଭୟ ଡ୍ରାଇଭର ଟ୍ରକର କାଗଜପତ୍ର ଦେଖାଇ ପାରି ନ ଥିଲେ। ବିଳମ୍ବିତ ରାତିରେ ବିନା କାଗଜପତ୍ରରେ କିଏ ଚାଉଳ ନେଉଥିଲା ଓ କେଉଁଠିକୁ ଯାଉଥିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos