ପ୍ରଚଳନ ହେବ ଫକୀରମୋହନ ସେନାପତି, ପ୍ରାଣକୃଷ୍ଣ ପରିଛା ମେଧାବୃତ୍ତି

ଭୁବନେଶ୍ୱର: ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଫକୀରମୋହନ ସେନାପତି ଏବଂ ପ୍ରାଣକୃଷ୍ଣ ପରିଛା ମେଧାବୃତ୍ତି ପ୍ରଚଳନ କରିବେ । ବୁଧବାର ସନ୍ଧ୍ୟାରେ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକଙ୍କ ଅଧ୍ୟକ୍ଷତାରେ ହାୟର ଏଜୁକେସନ ଏବଂ ସାଇନ୍ସ ଆଣ୍ଡ ଟେକ୍ନଲୋଜି ବିଭାଗର ବସିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସାହିତ୍ୟରେ ୮୦ପ୍ରତିଶତ ରଖି ପାସ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଫକୀରମୋହନ ସେନାପତି ମେଧାବୃତି ପ୍ରଦାନ କରାଯିବ। ସେହିପରି ଉଭୟ ଯୁକ୍ତ ୨ ଓ ଯୁକ୍ତ ୩ କଳା, […]

vlcsnap-2015-06-06-16h45m36s596

vlcsnap-2015-06-06-16h45m36s596

Rakesh Mallick
  • Published: Thursday, 18 June 2015
  • Updated: 18 June 2015, 04:25 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଫକୀରମୋହନ ସେନାପତି ଏବଂ ପ୍ରାଣକୃଷ୍ଣ ପରିଛା ମେଧାବୃତ୍ତି ପ୍ରଚଳନ କରିବେ । ବୁଧବାର ସନ୍ଧ୍ୟାରେ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକଙ୍କ ଅଧ୍ୟକ୍ଷତାରେ ହାୟର ଏଜୁକେସନ ଏବଂ ସାଇନ୍ସ ଆଣ୍ଡ ଟେକ୍ନଲୋଜି ବିଭାଗର ବସିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସାହିତ୍ୟରେ ୮୦ପ୍ରତିଶତ ରଖି ପାସ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଫକୀରମୋହନ ସେନାପତି ମେଧାବୃତି ପ୍ରଦାନ କରାଯିବ। ସେହିପରି ଉଭୟ ଯୁକ୍ତ ୨ ଓ ଯୁକ୍ତ ୩ କଳା, ବିଜ୍ଞାନ, ବାଣିଜ୍ୟରେ ୮୦ ପ୍ରତିଶତ ମାର୍କ ରଖି ପାସ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରାଣକୃଷ୍ଣ ପରିଛା ମେଧାବୃତ୍ତି ଦିଆଯିବ। ଶିକ୍ଷାର ମାନ ବଢାଇବା ପାଇଁ ଜାତୀୟ ସ୍ତରର ପଲିଶି ଓ ସିଲାବସ ପ୍ରସ୍ତୁତ କରାଯିବକୁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସାଇନ୍ସ ଆଣ୍ଡ ଟେକ୍ନୋଲଜି ବିଭାଗରେ ମଧ୍ୟ ନୂଆ ନୂଆ ପଦକ୍ଷେପ ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story