କଟକରେ ପାଣ୍ଡିଆନ, ବୁଲି ଦେଖିଲେ ହାଡିଆପଠା, ସିସୋରପଠା

କଟକ(ଓଡ଼ିଶା ରିପୋର୍ଟର): ଆଜି ବଡ଼ି ଭୋରରୁ 5T ସଚିବ ଭି.କେ. ପାଣ୍ଡିଆନ୍ କଟକରେ ପହଞ୍ଚି ହାଡିଆପଠା ଓ ସିସୋର ପଠା ବୁଲି ଦେଖିଥିଲେ। ହାଡ଼ିଆପଠାରେ ଏସସିବିର ଦ୍ୱିତୀୟ କ୍ୟାମ୍ପସ ହେବାକୁ ପ୍ରସ୍ତାବ ଥିବା ବେଳେ ଏହାର ଅନୁଧ୍ୟାନ କରିଥିଲେ ପାଣ୍ଡିଆନ। ତାଙ୍କ ସହ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମେ 5T ସଚିବ ମେରିଟାଇମ ମ୍ୟୁଜିୟମରେ ବୈଠକ କରିଥିଲେ । ସେଠାରେ ରୋଡ଼ ମ୍ୟାପ୍‌ର ଅନୁଧ୍ୟାନ କରିଥିଲେ।  ଏହାପରେ ଜଳସମ୍ପଦ ବିଭାଗ ଅଧୀନରେ ଥିବା ହାଡିଆପଠା […]

5t-1--1

Niharika Rout
  • Published: Wednesday, 22 January 2020
  • , Updated: 22 January 2020, 08:29 AM IST

କଟକ(ଓଡ଼ିଶା ରିପୋର୍ଟର): ଆଜି ବଡ଼ି ଭୋରରୁ 5T ସଚିବ ଭି.କେ. ପାଣ୍ଡିଆନ୍ କଟକରେ ପହଞ୍ଚି ହାଡିଆପଠା ଓ ସିସୋର ପଠା ବୁଲି ଦେଖିଥିଲେ। ହାଡ଼ିଆପଠାରେ ଏସସିବିର ଦ୍ୱିତୀୟ କ୍ୟାମ୍ପସ ହେବାକୁ ପ୍ରସ୍ତାବ ଥିବା ବେଳେ ଏହାର ଅନୁଧ୍ୟାନ କରିଥିଲେ ପାଣ୍ଡିଆନ। ତାଙ୍କ ସହ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଥମେ 5T ସଚିବ ମେରିଟାଇମ ମ୍ୟୁଜିୟମରେ ବୈଠକ କରିଥିଲେ । ସେଠାରେ ରୋଡ଼ ମ୍ୟାପ୍‌ର ଅନୁଧ୍ୟାନ କରିଥିଲେ।  ଏହାପରେ ଜଳସମ୍ପଦ ବିଭାଗ ଅଧୀନରେ ଥିବା ହାଡିଆପଠା ଓ ସିସୋର ପଠା ବୁଲି ଦେଖିଥିଲେ। ତାଙ୍କ ସହ କଟକ ଜିଲ୍ଲାପାଳ, ଏସ୍‌ପି, ପୁଲିସ୍‌ କମିଶନର, ଆରଡିସି,  ଜଳସମ୍ପଦ ବିଭାଗ ସଚିବ ମଧ୍ୟ ଉପସ୍ଥିତ ଥିଲେ।

Related story