ପାରମିତା ଶତପଥୀଙ୍କ ଉପନ୍ୟାସିକା ‘ପ୍ରାପ୍ତି ’ର ଅଡିଓ ସିଡି ଉନ୍ମୋଚିତ

ଭୁବନେଶ୍ୱର:  ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ  ମଙ୍ଗଳବାର ସଂଧ୍ୟାରେ ବିଶିଷ୍ଠ ଲେଖିକା ପାରମିତା ଶତପଥୀଙ୍କ ଉପନ୍ୟାସିକା ‘ପ୍ରାପ୍ତି’ ର ଅଡିଓ ସିଡି ଉନ୍ମୋଚିତ ହେବା ସହ ଏହାର ନାଟ୍ୟରୁପ ମଧ୍ୟ ମଞ୍ଚସ୍ଥ  ହୋଇଯାଇଛି। ଉଦଭାସ ଫାଉଣ୍ଡେସନ ଆନୁକୁଲ୍ୟରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, କବି ରମାକାନ୍ତ ରଥ ଓ ଦୈନିକ ଖବରକାଗଜ ସମ୍ୱାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଦିନକୁ ଦିନ ଓଡିଆ ବହି ଓ ସାହିତ୍ୟର ଆଦର କମିଥିବା ବେଳେ […]

vlcsnap-2015-08-05-07h50m07s737

Rakesh Mallick
  • Published: Wednesday, 05 August 2015
  • , Updated: 05 August 2015, 02:25 AM IST

ଭୁବନେଶ୍ୱର:  ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ  ମଙ୍ଗଳବାର ସଂଧ୍ୟାରେ ବିଶିଷ୍ଠ ଲେଖିକା ପାରମିତା ଶତପଥୀଙ୍କ ଉପନ୍ୟାସିକା ‘ପ୍ରାପ୍ତି’ ର ଅଡିଓ ସିଡି ଉନ୍ମୋଚିତ ହେବା ସହ ଏହାର ନାଟ୍ୟରୁପ ମଧ୍ୟ ମଞ୍ଚସ୍ଥ  ହୋଇଯାଇଛି। ଉଦଭାସ ଫାଉଣ୍ଡେସନ ଆନୁକୁଲ୍ୟରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, କବି ରମାକାନ୍ତ ରଥ ଓ ଦୈନିକ ଖବରକାଗଜ ସମ୍ୱାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଦିନକୁ ଦିନ ଓଡିଆ ବହି ଓ ସାହିତ୍ୟର ଆଦର କମିଥିବା ବେଳେ ଅଡିଓ ଭିଜୁଆଲ ରୁପ ଓଡିଆ ସାହିତ୍ୟକୁ ପୁନର୍ବାର ଯୁବସମାଜର ନିକଟତର କରିପାରିବ ବୋଲି ଅତିଥିମାନେ ମତ ଦେଇଥିଲେ।

Related story