ଦେଢ଼ଶହ କିଲୋମିଟର ଦୂରରେ ପଡ଼ିଛି ପରୀକ୍ଷା କେନ୍ଦ୍ର

ବାରିପଦା (ମାଣିକଲାଲ ପାଣି): ଦେଢ଼ଶହ କିଲୋମିଟର ଦୂରରେ ପଡ଼ିଛି ପରୀକ୍ଷା କେନ୍ଦ୍ର। ଯାହାକୁ ନେଇ ଚିନ୍ତାରେ ଅଭିଭାବକ ଓ ଛାତ୍ରଛାତ୍ରୀ।ଏତେ ଦୂର ଯିବା କଷ୍ଟକର ହେଉଥିବା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପରୀକ୍ଷା କେନ୍ଦ୍ର ବଦଳାଇବାକୁ ଅଭିଭାବକମାନେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିଛନ୍ତି। ବଡ଼ସାହି ସ୍ଥିତ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀରେ ୬୫ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏହି ସ୍କୁଲର ପରୀକ୍ଷା ସେଣ୍ଟର ଦେଢ଼ଶହ କିଲୋମିଟର ଦୂର ରାଇରଙ୍ଗପୁର ସ୍ଥିତ ଆଦର୍ଶ ବିଦ୍ୟାଳୟରେ ପଡ଼ିଛି। […]

Baripada

Baripada

Manoranjan Sial
  • Published: Saturday, 16 April 2022
  • Updated: 16 April 2022, 08:45 PM IST

Sports

Latest News

ବାରିପଦା (ମାଣିକଲାଲ ପାଣି): ଦେଢ଼ଶହ କିଲୋମିଟର ଦୂରରେ ପଡ଼ିଛି ପରୀକ୍ଷା କେନ୍ଦ୍ର। ଯାହାକୁ ନେଇ ଚିନ୍ତାରେ ଅଭିଭାବକ ଓ ଛାତ୍ରଛାତ୍ରୀ।ଏତେ ଦୂର ଯିବା କଷ୍ଟକର ହେଉଥିବା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପରୀକ୍ଷା କେନ୍ଦ୍ର ବଦଳାଇବାକୁ ଅଭିଭାବକମାନେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିଛନ୍ତି।

ବଡ଼ସାହି ସ୍ଥିତ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀରେ ୬୫ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏହି ସ୍କୁଲର ପରୀକ୍ଷା ସେଣ୍ଟର ଦେଢ଼ଶହ କିଲୋମିଟର ଦୂର ରାଇରଙ୍ଗପୁର ସ୍ଥିତ ଆଦର୍ଶ ବିଦ୍ୟାଳୟରେ ପଡ଼ିଛି। ଆଜି ଜଣାପଡ଼ିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସ୍କୁଲ୍‌ ଆଖପାଖରେ ପରୀକ୍ଷା ସେଣ୍ଟର କରିବାକୁ ଅଭିଭାବକମାନେ ପ୍ରିନ୍ସିପଲଙ୍କୁ ଭେଟି ଗୁହାରୀ କରିଥିଲେ। ମାତ୍ର କୌଣସି ସମାଧାନର ରାସ୍ତା ବାହାରି ପାରିନଥିଲା। ପରେ ଅଭିଭାବକମାନେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଜଣାଇଛନ୍ତି।

ସମାନ ଚିତ୍ର ଆସି ରାଶଗୋବିନ୍ଦପୁରରୁ। ଏଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳର ଛାତ୍ରଛାତ୍ରୀଙ୍କ ପରୀକ୍ଷା ସେଣ୍ଟର ୭୦ କିମି ଦୂର ଉଦଳା ଧାନଘେରା ଏକଲବ୍ୟ ସ୍କୁଲରେ ପଡ଼ିଛି। ଯାହାଫଳରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ିକ ସିବିଏସ୍‌ସି ଦ୍ୱାରା ପରିଚାଳିତ। ଏହି ବିଦ୍ୟାଳୟରେ ହେବାକୁ ଦଶମ ପରୀକ୍ଷା ଦୂରଦୂରାନ୍ତରେ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story