ଗିରଫ ଅଭିଯୁକ୍ତକୁ ସାବାଳକ ଦର୍ଶାଇଲା SIT

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ପରୀ ହତ୍ୟା ମାମଲାରେ SIT ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ସାବାଳକ ବୋଲି SIT ଦର୍ଶାଇଛି। ଆଜି ଅଭିଯୁକ୍ତକୁ ନୟାଗଡ଼ ପକ୍ସୋ କୋର୍ଟରେ ହାଜର କରାଯାଇଥିଲା। ଯାହା ପରେ ଅଭିଯୁକ୍ତକୁ ନୟାଗଡ଼ ସବ୍‌ଜେଲ୍ ନିଆଯାଇଛି। ଆଜି ରାଜିରେ ଅଭିଯୁକ୍ତ ଜେଲରେ ରହିବ। ତା’ପରେ କାଲିଠାରୁ ତାକୁ ତିନିଦିନିଆ ରିମାଣ୍ଡରେ ଯିବ। ଏହି ରିମାଣ୍ଡ ୨୪ ତାରିଖରେ ଶେଷ ହେବ। ତେବେ SIT ୪ ଦିନ ରିମାଣ୍ଡ ପାଇଁ […]

pari

pari

Ranjit Kumar Jena
  • Published: Monday, 21 December 2020
  • Updated: 21 December 2020, 09:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ପରୀ ହତ୍ୟା ମାମଲାରେ SIT ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ସାବାଳକ ବୋଲି SIT ଦର୍ଶାଇଛି। ଆଜି ଅଭିଯୁକ୍ତକୁ ନୟାଗଡ଼ ପକ୍ସୋ କୋର୍ଟରେ ହାଜର କରାଯାଇଥିଲା। ଯାହା ପରେ ଅଭିଯୁକ୍ତକୁ ନୟାଗଡ଼ ସବ୍‌ଜେଲ୍ ନିଆଯାଇଛି। ଆଜି ରାଜିରେ ଅଭିଯୁକ୍ତ ଜେଲରେ ରହିବ। ତା'ପରେ କାଲିଠାରୁ ତାକୁ ତିନିଦିନିଆ ରିମାଣ୍ଡରେ ଯିବ। ଏହି ରିମାଣ୍ଡ ୨୪ ତାରିଖରେ ଶେଷ ହେବ।

ତେବେ SIT ୪ ଦିନ ରିମାଣ୍ଡ ପାଇଁ ପକ୍ସୋ କୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ୩ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ। କୋର୍ଟ ଭିତରେ ଅଭିଯୁକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକୁଳ ନିବେଦନ କରିଛନ୍ତି। ସେ କହିଛି, ମୁଁ କିଛି କରିନି। ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ମୋ ପାଇଁ କିଛି କରନ୍ତୁ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କଲା ଅଭିଯୁକ୍ତ।

ଏହା ପୂର୍ବରୁ ଆଜି ସକାଳେ ଘଟଣାର ତଦନ୍ତ ପାଇଁ ଯଦୁପୁରରେ ପହଞ୍ଚିଥିବା SIT ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ ଯେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି। ଗତ ୧୦ ଦିନ ହେଲା ଲଗାତାର ଆମେ ଅଭିଯୁକ୍ତଙ୍କୁ ପଚରାଉଚରା କରିଛୁ। ଦୁଷ୍କର୍ମ ଯୋଗୁଁ ଘଟଣା ଘଟିଥିବା ତଦନ୍ତରୁ ଜାଣିବାକୁ ପାଇଲୁ। ଏନେଇ ଯଥେଷ୍ଟ ପ୍ରମାଣ ପାଇବା ପରେ ହିଁ ତାଙ୍କୁ ଗିରଫ କରିଛୁ। ଘଟଣାରେ ଗିରଫ ବ୍ୟକ୍ତି ହିଁ ହେଉଛନ୍ତି ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ତାଙ୍କୁ କିଏ ସାହାଯ୍ୟ କରିଛନ୍ତି କି ନାହିଁ ତାର ତଦନ୍ତ ଏବେ ଚାଲୁ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story